ଖଲିକୋଟରେ ବାଣ ବିସ୍ପୋରଣ, ଚାରି ଆହତ

ବ୍ରହ୍ମପୁର : ଦୀପାବଳି ଆସିବା ପୂର୍ବରୁ ଅଘଟଣ l ବେଆଇନ ଭାବେ ବାଣ ପ୍ରସ୍ତୁତ କରୁଥିବା ବେଳେ ବିଷ୍ପୋରଣ ଘଟି ଆହତ ହୋଇଛନ୍ତି  ଚାରିଜଣ  l ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗାଁରେ ଘଟିଛି ଅଘଟଣ l ଆଜି ଖରାବେଳେ ଘଟିଛି ଏହି ଅଘଟଣ l ଆହତମାନଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଖଲ୍ଲିକୋଟ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା l ତେବେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର mkcg ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଘଟଣାସ୍ଥଳରେ ଖଲ୍ଲିକୋଟ ଥାନା ପୋଲିସ […] The post ଖଲିକୋଟରେ ବାଣ ବିସ୍ପୋରଣ, ଚାରି ଆହତ appeared first on KNews Odisha.

ଖଲିକୋଟରେ ବାଣ ବିସ୍ପୋରଣ, ଚାରି ଆହତ
medical

ବ୍ରହ୍ମପୁର : ଦୀପାବଳି ଆସିବା ପୂର୍ବରୁ ଅଘଟଣ l ବେଆଇନ ଭାବେ ବାଣ ପ୍ରସ୍ତୁତ କରୁଥିବା ବେଳେ ବିଷ୍ପୋରଣ ଘଟି ଆହତ ହୋଇଛନ୍ତି  ଚାରିଜଣ  l ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗାଁରେ ଘଟିଛି ଅଘଟଣ l ଆଜି ଖରାବେଳେ ଘଟିଛି ଏହି ଅଘଟଣ l ଆହତମାନଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଖଲ୍ଲିକୋଟ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା l ତେବେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର mkcg ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଘଟଣାସ୍ଥଳରେ ଖଲ୍ଲିକୋଟ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

The post ଖଲିକୋଟରେ ବାଣ ବିସ୍ପୋରଣ, ଚାରି ଆହତ appeared first on KNews Odisha.