ବଡ଼ ଖବର: ପୁଣି ଚାଷୀଙ୍କ ଆକାଉଣ୍ଟକୁ ଆସିବ ୮୦୦୦ଟଙ୍କା!
ନୂଆଦିଲ୍ଲୀ,୨୯।୬: ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ଏକ ବଡ଼ ଖବର ଆସିଛି। ସୂତ୍ର ଅନୁଯାୟୀ,ବର୍ତ୍ତମାନ ଏହି ଯୋଜନା ଅଧୀନରେ ପ୍ରାପ୍ତ ପରିମାଣ ବୃଦ୍ଧି ହେବାକୁ ଯାଉଛି। ଏହାର ଅର୍ଥ ହେଉଛି ସରକାର ବର୍ତ୍ତମାନ ବାର୍ଷିକ ୬୦୦୦ ଟଙ୍କା ବଦଳରେ ୮୦୦୦ ଟଙ୍କା ଦେବେ ବୋଲି କୁହାଯାଇଛି। ହେଲେ ସରକାରଙ୍କ ପକ୍ଷରୁ ଏଯାଏ କୌଣସି ସରକାରୀ ଘୋଷଣା ହୋଇନାହିଁ। ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ଜୁନ୍ ୧୮ ତାରିଖରେ ନିଜ ସଂସଦୀୟ କିଷାନ ସମ୍ମାନ ନିଧି […] The post ବଡ଼ ଖବର: ପୁଣି ଚାଷୀଙ୍କ ଆକାଉଣ୍ଟକୁ ଆସିବ ୮୦୦୦ଟଙ୍କା! appeared first on Dharitri Odia News.
ନୂଆଦିଲ୍ଲୀ,୨୯।୬: ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ଏକ ବଡ଼ ଖବର ଆସିଛି। ସୂତ୍ର ଅନୁଯାୟୀ,ବର୍ତ୍ତମାନ ଏହି ଯୋଜନା ଅଧୀନରେ ପ୍ରାପ୍ତ ପରିମାଣ ବୃଦ୍ଧି ହେବାକୁ ଯାଉଛି। ଏହାର ଅର୍ଥ ହେଉଛି ସରକାର ବର୍ତ୍ତମାନ ବାର୍ଷିକ ୬୦୦୦ ଟଙ୍କା ବଦଳରେ ୮୦୦୦ ଟଙ୍କା ଦେବେ ବୋଲି କୁହାଯାଇଛି। ହେଲେ ସରକାରଙ୍କ ପକ୍ଷରୁ ଏଯାଏ କୌଣସି ସରକାରୀ ଘୋଷଣା ହୋଇନାହିଁ।
ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ଜୁନ୍ ୧୮ ତାରିଖରେ ନିଜ ସଂସଦୀୟ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ପ୍ରଦାନ କରଥିଲେ। ଏହା ଅଧୀନରେ ୨୦ ହଜାର କୋଟି ଟଙ୍କା କୃଷକଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଥିଲା।
The post ବଡ଼ ଖବର: ପୁଣି ଚାଷୀଙ୍କ ଆକାଉଣ୍ଟକୁ ଆସିବ ୮୦୦୦ଟଙ୍କା! appeared first on Dharitri Odia News.