ଖଲ୍ଲିକୋଟରେ ଡବଲ ମର୍ଡର: ଦାଦାଙ୍କ ସହ ଭାଉଜଙ୍କୁ ହାଣିଦେଲେ
ଖଲ୍ଲିକୋଟ,୧୯।୧(ପ୍ରଶାନ୍ତ କୁମାର ମିଶ୍ର): ଦାଦାଙ୍କ ସହ ଭାଉଜଙ୍କୁ ହାଣିଦେଲେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖଲ୍ଲିକୋଟ ଥାନା ସାକିରି ଗ୍ରାମରେ। ଜମିବାଡି ବିବାଦକୁ କେନ୍ଦ୍ରକରି ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ମାରଣାସ୍ତ୍ରରେ ଉଭୟଙ୍କୁ ହତ୍ୟାକରାଯାଇଛି। ଖବର ପାଇ ପାଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି। The post ଖଲ୍ଲିକୋଟରେ ଡବଲ ମର୍ଡର: ଦାଦାଙ୍କ ସହ ଭାଉଜଙ୍କୁ ହାଣିଦେଲେ appeared first on Dharitri Odia News.
ଖଲ୍ଲିକୋଟ,୧୯।୧(ପ୍ରଶାନ୍ତ କୁମାର ମିଶ୍ର): ଦାଦାଙ୍କ ସହ ଭାଉଜଙ୍କୁ ହାଣିଦେଲେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖଲ୍ଲିକୋଟ ଥାନା ସାକିରି ଗ୍ରାମରେ। ଜମିବାଡି ବିବାଦକୁ କେନ୍ଦ୍ରକରି ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ମାରଣାସ୍ତ୍ରରେ ଉଭୟଙ୍କୁ ହତ୍ୟାକରାଯାଇଛି। ଖବର ପାଇ ପାଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି।
The post ଖଲ୍ଲିକୋଟରେ ଡବଲ ମର୍ଡର: ଦାଦାଙ୍କ ସହ ଭାଉଜଙ୍କୁ ହାଣିଦେଲେ appeared first on Dharitri Odia News.