ଖାଦ୍ୟପ୍ରେମୀଙ୍କ ପାଇଁ ଖୁସି ଖବର, ରାଜଧାନୀରେ ଖୋଲିଲା ଓସୋମ ବୋବାସ

ଭୁବନେଶ୍ୱର:ରାଜଧାନୀର ଖାଦ୍ୟପ୍ରେମୀଙ୍କ ପାଇଁ ଖୁସି ଖବର। କଳ୍ପନା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲରେ ଓସୋମ୍ ବୋବାସ୍ ଆଉଟଲେଟ୍ ଆରମ୍ଭ ହୋଇଛି। ଓଡିଶାରେ ବିଙ୍ଗସୁ’ର ଏହା ପ୍ରଥମ ଆଉଟଲେଟ୍। ଯେଉଁଠାରେ ବିଙ୍ଗସୁ’ର ସନି ମ୍ୟାଙ୍ଗୋ ବିଙ୍ଗସୁ, ଥାଇ ଚାଇ ବିଙ୍ଗସୁ, ଆରବିକା ଅନୋଖା ବିଙ୍ଗସୁ, ଓରିଓ ଓବେସନ୍ ବିଙ୍ଗସୁ ଭଳି ଆହୁରି କୋରିଆନର ବିଙ୍ଗସୁ ମେନ୍ୟୁ ରହିଛି। ସେହିପରି ବବଲ୍ ଟି’ର ମିଲ୍କ ବେସ୍ ସିରିଜ୍ରେ ତାରୋ ତମସା, ମାଚ୍ଚା ମସ୍ତି, ଚକୋଲେଟ୍ ପାରାଡାଇଜ୍, ଥାଇ ଟ୍ୱିଷ୍ଟ, […]

ଖାଦ୍ୟପ୍ରେମୀଙ୍କ ପାଇଁ ଖୁସି ଖବର, ରାଜଧାନୀରେ ଖୋଲିଲା ଓସୋମ ବୋବାସ

ଭୁବନେଶ୍ୱର:ରାଜଧାନୀର ଖାଦ୍ୟପ୍ରେମୀଙ୍କ ପାଇଁ ଖୁସି ଖବର। କଳ୍ପନା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲରେ ଓସୋମ୍ ବୋବାସ୍ ଆଉଟଲେଟ୍ ଆରମ୍ଭ ହୋଇଛି। ଓଡିଶାରେ ବିଙ୍ଗସୁ’ର ଏହା ପ୍ରଥମ ଆଉଟଲେଟ୍। ଯେଉଁଠାରେ ବିଙ୍ଗସୁ’ର ସନି ମ୍ୟାଙ୍ଗୋ ବିଙ୍ଗସୁ, ଥାଇ ଚାଇ ବିଙ୍ଗସୁ, ଆରବିକା ଅନୋଖା ବିଙ୍ଗସୁ, ଓରିଓ ଓବେସନ୍ ବିଙ୍ଗସୁ ଭଳି ଆହୁରି କୋରିଆନର ବିଙ୍ଗସୁ ମେନ୍ୟୁ ରହିଛି।

ସେହିପରି ବବଲ୍ ଟି’ର ମିଲ୍କ ବେସ୍ ସିରିଜ୍ରେ ତାରୋ ତମସା, ମାଚ୍ଚା ମସ୍ତି, ଚକୋଲେଟ୍ ପାରାଡାଇଜ୍, ଥାଇ ଟ୍ୱିଷ୍ଟ, ଭେଲା ଭାନିଲା, ଫ୍ରୁଟ୍ ବେସ୍ ସିରିଜରେ ମ୍ୟାଙ୍ଗୋ ମ୍ୟାଜିକ୍, କୋକୋବେରୀ ପଞ୍ଚ, ପିନା କୋଲଡା ବ୍ଳାଷ୍ଟ, କାସ୍ମିର ରୋଜ୍ ରାନି, ବ୍ଳୁ ଅବତାର ଏବଂ କ୍ରାକିଂ ଚକୋଲେଟ୍ ବୋବାରେ ଚକୋ ଥଣ୍ଡର ଥାଇ, ମାଚା ବୁମ୍, କ୍ରାକିଂ କଫି, ଟଫିରେ ରେନବୋ ଜେଲି, ପପିଂ ବୋବା, କଫି ଜେଲୀ ଓ କୋକୋନଟ୍ ଜେଲି ଭଳି ଅନେକ ପ୍ରକାର ବବଲ୍ ଟି ରହିଛି। ଏନେଇ ଓସୋମ୍ ବୋବର ଆଉଟଲେଟ୍ ମୁଖ୍ୟ ଅଭିଜିତ୍ ରଥ କହିଛନ୍ତି ଭୁବନେଶ୍ୱର ସ୍ମାର୍ଟ ସିଟି ହୋଇଛି। ଯୁବପିଢ଼ୀ ସବୁବେଳେ ନିଆରା ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି। ସେମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହା ଖୋଲା ଯାଇଛି।

ଖାଦ୍ୟପ୍ରେମୀମାନେ ଏହାର ଲାଭ ନେଇପାରିବେ। ଆଉଟଲେଟ୍ର ଅନ୍ୟତମ ମୁଖ୍ୟ ମାଧବ ହାଂସଦା କହିଛନ୍ତି ଏଠାରେ ବିଙ୍ଗସୁ ଓ ବବଲ୍ ଟି’ର ଅଧିକ ଡିମାଣ୍ଡ ରହିଛି। ଭୁବନେଶ୍ୱରରେ ପ୍ରଥମେ ଆରମ୍ଭ ହୋଇଥିବାରୁ ଲୋକେ ପସନ୍ଦ କରିବେ ବୋଲି ଆଶା ରହିଛି। ଆଗମୀ ଦିନରେ ପୁରା ଭାରତ ବର୍ଷରେ ଖୋଲିବା ପାଇଁ ଲକ୍ଷ୍ୟ ରହିଛି। ଉଦ୍ଘାଟନ ସମୟରେ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।