MBBS Seat Selling: କାଲି ନିଟ୍‌ ପରୀକ୍ଷା, ଆଜି ସିଟ୍‌ ପାଇଁ ଚାଲିଥିଲା ଡିଲ୍‌; ୪ ଦଲାଲଙ୍କୁ ମାଡିବସିଲା ପୋଲିସ୍

ମେଡିକାଲ୍ କଲେଜ୍ ସିଟ୍ ବିକ୍ରି ନେଇ ଆନ୍ତଃରାଜ୍ୟ ଗ୍ୟାଙ୍ଗର ପର୍ଦ୍ଦାଫାସ୍ । ଭୁବନେଶ୍ୱରରୁ ୪ ଦଲାଲଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଲକ୍ଷାଧିକ ଟଙ୍କା ନେଇ ପରୀକ୍ଷାରେ ଅସଲି ବଦଳରେ ନକଲି ପରୀକ୍ଷାର୍ଥୀଙ୍କୁ ବସାଇଥାନ୍ତେ ।

MBBS Seat Selling: କାଲି ନିଟ୍‌ ପରୀକ୍ଷା, ଆଜି ସିଟ୍‌ ପାଇଁ ଚାଲିଥିଲା ଡିଲ୍‌; ୪ ଦଲାଲଙ୍କୁ ମାଡିବସିଲା ପୋଲିସ୍
Array