ଖୁଣ୍ଟୁଣୀ ମଗଧ ଜଙ୍ଗଲରେ ପୋଲିସର ରେଡ୍, ୨ ଲକ୍ଷ ଟଙ୍କାର ମଦ ଓ ପୋଚ ଜବତ

ଆଠଗଡ ୪/୫: କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ମଗଧ ଜଙ୍ଗଲରେ ଖୁଣ୍ଟୁଣୀ ପୋଲିସର ରେଡ୍‌ । ବିପୁଳ ପରିମାଣର ମଦ ଓ ପୋଚ ଜବତ । ୨୦ ହଜାର ଲିଟର ପୋଚ ଓ ୨ହଜାର ଲିଟର ଚୋରା ଦେଶୀ ମଦ ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷରୁ ଅଧିକ ହେବ । ଚଢାଉ ସମୟରେ କେହି ମଦ ମାଫିଆଙ୍କୁ ଧରିପାରିନି ପୋଲିସ ।  କଟକ ଜିଲ୍ଲାର ୨ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ବରେ ହୋଇଥିବା ଚଢାଉରେ ଖୁଣ୍ଟୁଣୀ ଥାନା ଅଧିକାରୀ, ଗୁରୁଡିଝାଟିଆ ଥାନା ଅଧିକାରୀ,ଚୌଦ୍ବାର ଏସପିଙ୍କ ସହ ବହୁ ପୋଲିସ ଅଧିକାରୀ ସାମିଲ ଥିଲେ । You Can read: ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ରୁମ୍‌ରେ ରହୁଥିବା ଝିଅ ସାଙ୍ଗ ଫେରାର

ଖୁଣ୍ଟୁଣୀ ମଗଧ ଜଙ୍ଗଲରେ ପୋଲିସର ରେଡ୍, ୨ ଲକ୍ଷ ଟଙ୍କାର ମଦ ଓ ପୋଚ ଜବତ

ଆଠଗଡ ୪/୫: କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ମଗଧ ଜଙ୍ଗଲରେ ଖୁଣ୍ଟୁଣୀ ପୋଲିସର ରେଡ୍‌ । ବିପୁଳ ପରିମାଣର ମଦ ଓ ପୋଚ ଜବତ । ୨୦ ହଜାର ଲିଟର ପୋଚ ଓ ୨ହଜାର ଲିଟର ଚୋରା ଦେଶୀ ମଦ ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷରୁ ଅଧିକ ହେବ । 

ଚଢାଉ ସମୟରେ କେହି ମଦ ମାଫିଆଙ୍କୁ ଧରିପାରିନି ପୋଲିସ ।  କଟକ ଜିଲ୍ଲାର ୨ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ବରେ ହୋଇଥିବା ଚଢାଉରେ ଖୁଣ୍ଟୁଣୀ ଥାନା ଅଧିକାରୀ, ଗୁରୁଡିଝାଟିଆ ଥାନା ଅଧିକାରୀ,ଚୌଦ୍ବାର ଏସପିଙ୍କ ସହ ବହୁ ପୋଲିସ ଅଧିକାରୀ ସାମିଲ ଥିଲେ । 


You Can read: ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ରୁମ୍‌ରେ ରହୁଥିବା ଝିଅ ସାଙ୍ଗ ଫେରାର