ଖୋର୍ଦ୍ଧା ତରବୋଇରେ ହେବ ପାସେଞ୍ଜର ହଲ୍ଟ ଷ୍ଟେସନ, ପୂରଣ ହେଲା ବହୁ ଦିନର ଦାବି

ଖୋର୍ଦ୍ଧା:  ଖୋର୍ଦ୍ଧା ରୋଡରୁ ବଲାଙ୍ଗୀରକୁ ସଂଯୋଗ କରୁଥିବା ରେଳପଥ ତରବୋଇରେ ହବ ପାସେଞ୍ଜର  ହଲ୍ଟ ଷ୍ଟେସନ l ବହୁ ଦିନରୁ ଦାବି ହେଇ ଆସୁଥିବା ଏଇ ଦାବିକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପୂରଣ କରିଛନ୍ତି l ୨୦୧୫ ମସିହାରୁ ବହୁ ଦାବି ଆନ୍ଦୋଳନ ପରେ ଶେଷରେ ଏଇ ଦାବି ପୂରଣ ହୋଇଛି l Also read- ସୁବର୍ଣ୍ଣପୁର ଗସ୍ତରେ ରାଜ୍ୟପାଳ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଲୋକଙ୍କ ସମସ୍ୟା ପଚାରି ବୁଝିଲେ ଏହି ନୂତନ ଷ୍ଟେସନର ଭୂମି ପୂଜା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହି  କାର୍ଯ୍ୟକ୍ରମରେ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ବରଞ୍ଜନ ବଡ଼ଜେନା, ବିଜେପି ନେତା ଅର୍ଦ୍ଧେନ୍ଦୁ ଦାସ, ସାଂସଦ ବ୍ଲକ ପ୍ରତିନିଧି,  ମୁନିସିପାଲିଟି ପ୍ରତିନିଧିଙ୍କ ସହ ବହୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ l ଦୀର୍ଘ ବର୍ଷର ଦାବି ପୂରଣ ହୋଇଥିବାରୁ ସ୍ଥାନୀୟ ଆଖପାଖ ଅଂଚଳର ଖୁସିର ଲହରୀ ଖେଳିଯାଇଛି   ଏହା ସହ ସାଂସଦକୁ କୃତଜ୍ଞତା ଜଣାଇଛନ୍ତି ଆଖପାଖ ଅଂଚଳ ଗ୍ରାମବାସୀ l The post ଖୋର୍ଦ୍ଧା ତରବୋଇରେ ହେବ ପାସେଞ୍ଜର ହଲ୍ଟ ଷ୍ଟେସନ, ପୂରଣ ହେଲା ବହୁ ଦିନର ଦାବି appeared first on Prameya News7.

ଖୋର୍ଦ୍ଧା ତରବୋଇରେ ହେବ ପାସେଞ୍ଜର ହଲ୍ଟ ଷ୍ଟେସନ, ପୂରଣ ହେଲା ବହୁ ଦିନର ଦାବି

ଖୋର୍ଦ୍ଧା:  ଖୋର୍ଦ୍ଧା ରୋଡରୁ ବଲାଙ୍ଗୀରକୁ ସଂଯୋଗ କରୁଥିବା ରେଳପଥ ତରବୋଇରେ ହବ ପାସେଞ୍ଜର  ହଲ୍ଟ ଷ୍ଟେସନ l ବହୁ ଦିନରୁ ଦାବି ହେଇ ଆସୁଥିବା ଏଇ ଦାବିକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପୂରଣ କରିଛନ୍ତି l ୨୦୧୫ ମସିହାରୁ ବହୁ ଦାବି ଆନ୍ଦୋଳନ ପରେ ଶେଷରେ ଏଇ ଦାବି ପୂରଣ ହୋଇଛି l

Also read- ସୁବର୍ଣ୍ଣପୁର ଗସ୍ତରେ ରାଜ୍ୟପାଳ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଲୋକଙ୍କ ସମସ୍ୟା ପଚାରି ବୁଝିଲେ

ଏହି ନୂତନ ଷ୍ଟେସନର ଭୂମି ପୂଜା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହି  କାର୍ଯ୍ୟକ୍ରମରେ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ବରଞ୍ଜନ ବଡ଼ଜେନା, ବିଜେପି ନେତା ଅର୍ଦ୍ଧେନ୍ଦୁ ଦାସ, ସାଂସଦ ବ୍ଲକ ପ୍ରତିନିଧି,  ମୁନିସିପାଲିଟି ପ୍ରତିନିଧିଙ୍କ ସହ ବହୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ l ଦୀର୍ଘ ବର୍ଷର ଦାବି ପୂରଣ ହୋଇଥିବାରୁ ସ୍ଥାନୀୟ ଆଖପାଖ ଅଂଚଳର ଖୁସିର ଲହରୀ ଖେଳିଯାଇଛି   ଏହା ସହ ସାଂସଦକୁ କୃତଜ୍ଞତା ଜଣାଇଛନ୍ତି ଆଖପାଖ ଅଂଚଳ ଗ୍ରାମବାସୀ l

The post ଖୋର୍ଦ୍ଧା ତରବୋଇରେ ହେବ ପାସେଞ୍ଜର ହଲ୍ଟ ଷ୍ଟେସନ, ପୂରଣ ହେଲା ବହୁ ଦିନର ଦାବି appeared first on Prameya News7.