ଖୋଲୁଛି ରାଜା ଚକ୍ରଙ୍କ ମହାଦୁର୍ନୀତିର ମହାଗୁମର

ବିଜେଡି ନେତା ରାଜା ଚକ୍ରଙ୍କ କଳା ସାମ୍ରାଜ୍ୟ ଉପରେ ଚାଲିଛି ନନ୍ ଷ୍ଟପ୍‌ ରେଡ୍। ଆଜି ଗୋଟିଏ ଦିନରେ ୩ ଜାଗାରେ ଛାପା ମାରିଛନ୍ତି କ୍ରାଇମବ୍ରାଞ୍ଚର STF ଓ EOW।

ଖୋଲୁଛି ରାଜା ଚକ୍ରଙ୍କ ମହାଦୁର୍ନୀତିର ମହାଗୁମର
Array