ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଅଘଟଣ ; କରେଣ୍ଟ ଲାଗି ୧୦ରୁ ଅଧିକ ଶିଶୁ ଆହତ
ଦିଗପହଣ୍ଡି : କରେଣ୍ଟ ଲାଗି ୧୦ରୁ ଅଧିକ ଶିଶୁ ଆହତ। ଦିଗପହଣ୍ଡି ଥାନା ଫାଶୀଗୁଡାରେ ଘଟିଛି ଅଘଟଣ। ଯାତ୍ରା ଷ୍ଟେଜ... The post ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଅଘଟଣ ; କରେଣ୍ଟ ଲାଗି ୧୦ରୁ ଅଧିକ ଶିଶୁ ଆହତ appeared first on .
ଦିଗପହଣ୍ଡି : କରେଣ୍ଟ ଲାଗି ୧୦ରୁ ଅଧିକ ଶିଶୁ ଆହତ। ଦିଗପହଣ୍ଡି ଥାନା ଫାଶୀଗୁଡାରେ ଘଟିଛି ଅଘଟଣ। ଯାତ୍ରା ଷ୍ଟେଜ ତଳେ କରେଣ୍ଟ ଲାଗି ୧୦ରୁ ଅଧିକ ଶିଶୁ ଆହତ ହୋଇଛନ୍ତି। ଆହତଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି। ପାଞ୍ଚ ଜଣ ଗୁରୁତର ଶିଶୁଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଫାଶୀଗୁଡା ଗାଁରେ ଗ୍ରାମ ଦେବତୀ ଯାତ୍ରା ଉପଲକ୍ଷେ ରାମାୟଣ ନାଟକ ପରିବେଷଣ ବେଳେ ଷ୍ଟେଜ ତଳେ ଅଘଟଣ ଘଟିଛି। ବର୍ଷା ଯୋଗୁଁ ଚାର୍ଜ ହୋଇ କରେଣ୍ଟ ଲାଗିଥିବା ସୂଚନା।
The post ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଅଘଟଣ ; କରେଣ୍ଟ ଲାଗି ୧୦ରୁ ଅଧିକ ଶିଶୁ ଆହତ appeared first on .