ଗଞ୍ଜେଇ ଖୋଜୁଥିଲେ, ରୂପା ଇଟା ପାଇଲେ

ଗଂଜେଇ ଖୋଜୁ ଖୋଜୁ ପାଇଲେ ଚାନ୍ଦି। ଗ୍ରାମରେ ନୁହେଁ କି କେଜିରେ ନୁହଁ ମିଳିଲା ୧ କ୍ବିଣ୍ଟାଲରୁ ଅଧିକ ଓଜନର ରୁପା। ଯାହାକୁ ଦେଖି ଅବକାରୀ ବିଭାଗ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଅଧିକ ତାଜୁବ ହୋଇଗଲା ରୁପା ଚୋରାଚାଲାଣର ଫଣ୍ଡାକୁ ଦେଖି। କାରଣ ସ୍କର୍ପିଓ ଗାଡ଼ିର ସିକ୍ରେଟ୍ ଚାମ୍ବରରେ ଚୋରାଚାଲାଣ ହେଉଥିଲା ରୁପା ବିସ୍କୁଟ୍ ସହ କଏନ୍। ତେବେ କୁଆଡ଼େ ଯାଉଥିଲା ଏସବୁ ରୁପା ବିସ୍କୁଟ୍ ? ଚୋରା ଚାଲାଣ ପଛର ମାଷ୍ଟରମାଇଣ୍ଡ କିଏ ? କେମିତି ତିଆରି କରାଯାଇଥିଲା ଗୁପ୍ତ ଚାମ୍ବର ?

ଗଞ୍ଜେଇ ଖୋଜୁଥିଲେ, ରୂପା ଇଟା ପାଇଲେ
Array