ଗଣତନ୍ତ୍ର ଦିବସ ପୂର୍ବରୁ କ୍ୟାମ୍ପରେ ପହଞ୍ଚିଲେ ଏମ୍ ଏସ୍, ଯବାନଙ୍କ ସହ କାଟିଲେ ସମୟ
ନୂଆଦିଲ୍ଲୀ ୨୫/୦୧: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ଏମ୍ ଏସ୍ ଧୋନୀ । ଏବେ କ୍ରିକେଟ ଆକ୍ସନ ଠାରୁ ଦୂରରେ ରହିଛନ୍ତି । କାରଣ ଆଇପିଏଲ୍ ୨୦୨୫ରେ ଏବେ ବହୁତ ସମୟ ବାକି ଅଛି । ଧୋନୀ ଆଇପିଏଲ୍ ପାଇଁ ହାଲକା ପ୍ରାକ୍ଟିସ୍ କରିଥିଲେ । କିନ୍ତୁ ତାଙ୍କ ପାଖରେ ଅନେକ ସମୟ ଥାଏ ଲୋକଙ୍କୁ ଭେଟିବାକୁ । "Calm under pressure, cool as ice – the Captain who always rolls the dice!"CISF extends its heartfelt gratitude to Padma Bhushan Shri MS Dhoni, former Captain of the Indian Cricket Team, for sharing his inspiring journey and motivating our personnel and their families @ CISF… pic.twitter.com/rv0TDaPB3J— CISF (@CISFHQrs) January 23, 2025ଏବେ ଧୋନୀଙ୍କ ପାଖରେ ସମୟ ଅଛି, ଆଉ ସେ ଯଦି ଯବାନଙ୍କୁ ନଭେଟିବେ ସେମିତି କେମିତି ହବ । ଭାରତୀୟ ସେନା ହୋନରରୀ ଲେପ୍ଟନାଣ୍ଟ କର୍ଣ୍ଣେଲ ଧୋନୀ ଏମିତି କିଛି ସମୟ କାଟିଥିଲେ । ୨୬ ଜାନୁୟାରୀରେ ପାଳନ ହେବ ଗଣତନ୍ତ୍ର ଦିବସ । ଏହାରି ଠିକ୍ ଦିନକ ପୂର୍ବରୁ ଧୋନୀ CISF ASG ରାଞ୍ଚୀରେ ଥିବା କ୍ୟାମ୍ପରେ ପହଞ୍ଚିଥିଲେ ଧୋନୀ । ଆଉ ଯବାନଙ୍କ ସହ କାଟିଥିଲେ କିଛି ଖୁସିର ମୁହୂର୍ତ୍ତ । ଧୋନୀ ଏହାରି ଭିତରେ ସେମାନଙ୍କ ସହ ଅନେକ କଥା ହୋଇଥିଲେ । ତାଙ୍କର ଅନୁଭବ ବି ସେୟାର କରିଥିଲେ । କିଛି ପ୍ରଶ୍ନର ଉତ୍ତର ରଖିଥିଲେ ମାହୀ
ନୂଆଦିଲ୍ଲୀ ୨୫/୦୧: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ଏମ୍ ଏସ୍ ଧୋନୀ । ଏବେ କ୍ରିକେଟ ଆକ୍ସନ ଠାରୁ ଦୂରରେ ରହିଛନ୍ତି । କାରଣ ଆଇପିଏଲ୍ ୨୦୨୫ରେ ଏବେ ବହୁତ ସମୟ ବାକି ଅଛି । ଧୋନୀ ଆଇପିଏଲ୍ ପାଇଁ ହାଲକା ପ୍ରାକ୍ଟିସ୍ କରିଥିଲେ । କିନ୍ତୁ ତାଙ୍କ ପାଖରେ ଅନେକ ସମୟ ଥାଏ ଲୋକଙ୍କୁ ଭେଟିବାକୁ ।
"Calm under pressure, cool as ice – the Captain who always rolls the dice!"
CISF extends its heartfelt gratitude to Padma Bhushan Shri MS Dhoni, former Captain of the Indian Cricket Team, for sharing his inspiring journey and motivating our personnel and their families @ CISF… pic.twitter.com/rv0TDaPB3J— CISF (@CISFHQrs) January 23, 2025
ଏବେ ଧୋନୀଙ୍କ ପାଖରେ ସମୟ ଅଛି, ଆଉ ସେ ଯଦି ଯବାନଙ୍କୁ ନଭେଟିବେ ସେମିତି କେମିତି ହବ । ଭାରତୀୟ ସେନା ହୋନରରୀ ଲେପ୍ଟନାଣ୍ଟ କର୍ଣ୍ଣେଲ ଧୋନୀ ଏମିତି କିଛି ସମୟ କାଟିଥିଲେ । ୨୬ ଜାନୁୟାରୀରେ ପାଳନ ହେବ ଗଣତନ୍ତ୍ର ଦିବସ । ଏହାରି ଠିକ୍ ଦିନକ ପୂର୍ବରୁ ଧୋନୀ CISF ASG ରାଞ୍ଚୀରେ ଥିବା କ୍ୟାମ୍ପରେ ପହଞ୍ଚିଥିଲେ ଧୋନୀ ।
ଆଉ ଯବାନଙ୍କ ସହ କାଟିଥିଲେ କିଛି ଖୁସିର ମୁହୂର୍ତ୍ତ । ଧୋନୀ ଏହାରି ଭିତରେ ସେମାନଙ୍କ ସହ ଅନେକ କଥା ହୋଇଥିଲେ । ତାଙ୍କର ଅନୁଭବ ବି ସେୟାର କରିଥିଲେ । କିଛି ପ୍ରଶ୍ନର ଉତ୍ତର ରଖିଥିଲେ ମାହୀ । ଏହି ସମୟରେ CISF ଧୋନୀଙ୍କୁ ଖାସ୍ ସ୍ମୃତି ଚିହ୍ନରେ ସମ୍ମାନୀତ କରିଥିଲେ ।
you can also read...
ଟିମ୍ ଇଣ୍ଡିଆକୁ ଝଟ୍କା, ଷ୍ଟାର ଓପନର ଅସୁସ୍ଥ,ଚେନ୍ନାଇ ଟି-୨୦ରେ କାହାକୁ ମିଳିବ ଚାନ୍ସ?