ଗତ ବର୍ଷ କଂଗ୍ରେସରେ ଯୋଗ ଦେଇଥିବା ଜଗଦୀଶ ଶେଟ୍ଟାର ଭାଜପାକୁ ଫେରିଲେ
ବେଙ୍ଗାଲୁରୁ,୨୫।୧: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ଗୁରୁବାର ଭାରତୀୟ ଜନତା ପାର୍ଟି (ଭାଜପା)କୁ ଫେରିଛନ୍ତି। ଗତ ବିଧାନସଭା ନିର୍ବାଚନରେ ଟିକେଟ ନ ପାଇବାରୁ ଅସନ୍ତୋଷ ହୋଇ କଂଗ୍ରେସରେ ଯୋଗ ଦେଇଥିଲେ। ସେ ରାଜଧାନୀରେ ଭାଜପା ମୁଖ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏବଂ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପାର୍ଟି ସଂସଦୀୟ ବୋର୍ଡ ସଦସ୍ୟ ବି ଏସ ୟେଦିୟୁରପ୍ପା, ମୁଖ୍ୟ ମୁଖପାତ୍ର ତଥା ଗଣମାଧ୍ୟମ ବିଭାଗର ଅନିଲ ବଲୁନି ଏବଂ ଦଳର କର୍ନାଟକ ୟୁନିଟ ସଭାପତି […] The post ଗତ ବର୍ଷ କଂଗ୍ରେସରେ ଯୋଗ ଦେଇଥିବା ଜଗଦୀଶ ଶେଟ୍ଟାର ଭାଜପାକୁ ଫେରିଲେ appeared first on Dharitri Odia News.
ବେଙ୍ଗାଲୁରୁ,୨୫।୧: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ଗୁରୁବାର ଭାରତୀୟ ଜନତା ପାର୍ଟି (ଭାଜପା)କୁ ଫେରିଛନ୍ତି। ଗତ ବିଧାନସଭା ନିର୍ବାଚନରେ ଟିକେଟ ନ ପାଇବାରୁ ଅସନ୍ତୋଷ ହୋଇ କଂଗ୍ରେସରେ ଯୋଗ ଦେଇଥିଲେ। ସେ ରାଜଧାନୀରେ ଭାଜପା ମୁଖ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏବଂ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପାର୍ଟି ସଂସଦୀୟ ବୋର୍ଡ ସଦସ୍ୟ ବି ଏସ ୟେଦିୟୁରପ୍ପା, ମୁଖ୍ୟ ମୁଖପାତ୍ର ତଥା ଗଣମାଧ୍ୟମ ବିଭାଗର ଅନିଲ ବଲୁନି ଏବଂ ଦଳର କର୍ନାଟକ ୟୁନିଟ ସଭାପତି ବି ଓ୍ବାଇ ବିଜୟେନ୍ଦ୍ରଙ୍କ ଉପସ୍ଥିତିରେ ସେ ଭାଜପାରେ ଯୋଗ ଦେଇଛନ୍ତି।
The post ଗତ ବର୍ଷ କଂଗ୍ରେସରେ ଯୋଗ ଦେଇଥିବା ଜଗଦୀଶ ଶେଟ୍ଟାର ଭାଜପାକୁ ଫେରିଲେ appeared first on Dharitri Odia News.