ଗଳିକନ୍ଦି ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ବୁଧବାର କଲାପାଣି ଗ୍ରାମକୁ ପରିଦର୍ଶନରେ ଯାଇଥିଲେ। ସେ ଗ୍ରାମର ବିଭିନ୍ନ ଗଳିକନ୍ଦି ବୁଲି ଦେଖି ଲୋକଙ୍କ ସମସ୍ୟା ବୁଝିଥିଲେ। ଗ୍ରାମରେ ଦୀର୍ଘଦିନରୁ ଲାଗି ରହିଥିବା ଡ୍ରେନେଜ ସମସ୍ୟା ଉପରେ ମୁଖ୍ୟତଃ ଗ୍ରାମବାସୀ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ବିଧାୟକ ଉକ୍ତ ଗ୍ରାମରେ ରହିଥିବା ଜଳାଶୟଗୁଡ଼ିକୁ ବୁଲି ଦେଖିଥିଲେ। ବିଧାୟକଙ୍କ ଏହି ଗସ୍ତ ସମୟରେ ଅନେକ ଗ୍ରାମବାସୀ ସେମାନଙ୍କ ବିଭିନ୍ନ ସମସ୍ୟା ତାଙ୍କ ଦୃଷ୍ଟିକୁ ଆଣିଥିଲେ। ସମସ୍ୟାଗୁଡ଼ିକର ସମାଧାନ ଦିଗରେ […] The post ଗଳିକନ୍ଦି ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ appeared first on Dharitri Odia News.

ଗଳିକନ୍ଦି ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ବୁଧବାର କଲାପାଣି ଗ୍ରାମକୁ ପରିଦର୍ଶନରେ ଯାଇଥିଲେ। ସେ ଗ୍ରାମର ବିଭିନ୍ନ ଗଳିକନ୍ଦି ବୁଲି ଦେଖି ଲୋକଙ୍କ ସମସ୍ୟା ବୁଝିଥିଲେ। ଗ୍ରାମରେ ଦୀର୍ଘଦିନରୁ ଲାଗି ରହିଥିବା ଡ୍ରେନେଜ ସମସ୍ୟା ଉପରେ ମୁଖ୍ୟତଃ ଗ୍ରାମବାସୀ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ବିଧାୟକ ଉକ୍ତ ଗ୍ରାମରେ ରହିଥିବା ଜଳାଶୟଗୁଡ଼ିକୁ ବୁଲି ଦେଖିଥିଲେ। ବିଧାୟକଙ୍କ ଏହି ଗସ୍ତ ସମୟରେ ଅନେକ ଗ୍ରାମବାସୀ ସେମାନଙ୍କ ବିଭିନ୍ନ ସମସ୍ୟା ତାଙ୍କ ଦୃଷ୍ଟିକୁ ଆଣିଥିଲେ। ସମସ୍ୟାଗୁଡ଼ିକର ସମାଧାନ ଦିଗରେ ବିହିତ ପଦକ୍ଷେପ ନିଆଯିବ ବୋଲି ବିଧାୟକ ଷଡ଼ଙ୍ଗୀ ଗ୍ରାମବାସୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ।

The post ଗଳିକନ୍ଦି ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ appeared first on Dharitri Odia News.