ଗହମ ଓ ଚାଉଳ ଗୋଦାମରେ ଗଚ୍ଛିତ ଅଛି, ଆବଶ୍ୟକ ପଡିଲେ ବଜାରରେ ବିକ୍ରି ହେବ : ପ୍ରଦୀପ ବଳ ସାମନ୍ତ

ଭୁବନେଶ୍ବର ୨୧।୧୨: FCIକୁ ମୁଖ୍ୟ ଶାସନ ସଚିବଙ୍କ ଚିଠି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ୩୦ ହଜାର କ୍ବିଣ୍ଟାଲ ଗହମ ଓଡ଼ିଶା ଗୋଦାମରେ ଗଚ୍ଛିତ ଅଛି । ଏ ପରିସ୍ଥିତିରେ ଧାନ ଓ ଗହମ ପାଇଁ ଷ୍ଟୋରେଜ ସମସ୍ୟା ଦେଖାଯାଇପାରେ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ସମବାୟ ମନ୍ତ୍ରୀ । ସେ କହିଛନ୍ତି, ମିଲର ମାନେ ନିଜ ଷ୍ଟୋରରେ ଧାନ ଓ ଗହମ ଗଚ୍ଛିତ ରଖିବେ । ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁ ଚାଉଳ ଅଛି, ତାକୁ ବିକ୍ରି କର । ଗହମ ଓ ଚାଉଳ ଗୋଦାମରେ ଅଛି । ଆବଶ୍ୟକ ପଡିଲେ, ବଜାରରେ ବିକ୍ରି କରାଯିବ । ଚାଉଳ ବିକ୍ରି ହେବ ଓ ଗହମ ଲୋକଙ୍କୁ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।            You Can Read:ଓଦା ଧାନକୁ ତଦାରଖ କରି କ୍ଷତିପୂରଣ କଥା ଚିନ୍ତା କରିବେ ସରକାର : ସମବାୟ ମନ୍ତ୍ରୀ

ଗହମ ଓ ଚାଉଳ ଗୋଦାମରେ ଗଚ୍ଛିତ ଅଛି, ଆବଶ୍ୟକ ପଡିଲେ ବଜାରରେ ବିକ୍ରି ହେବ : ପ୍ରଦୀପ ବଳ ସାମନ୍ତ

ଭୁବନେଶ୍ବର ୨୧।୧୨: FCIକୁ ମୁଖ୍ୟ ଶାସନ ସଚିବଙ୍କ ଚିଠି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ୩୦ ହଜାର କ୍ବିଣ୍ଟାଲ ଗହମ ଓଡ଼ିଶା ଗୋଦାମରେ ଗଚ୍ଛିତ ଅଛି । ଏ ପରିସ୍ଥିତିରେ ଧାନ ଓ ଗହମ ପାଇଁ ଷ୍ଟୋରେଜ ସମସ୍ୟା ଦେଖାଯାଇପାରେ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ସମବାୟ ମନ୍ତ୍ରୀ । ସେ କହିଛନ୍ତି, ମିଲର ମାନେ ନିଜ ଷ୍ଟୋରରେ ଧାନ ଓ ଗହମ ଗଚ୍ଛିତ ରଖିବେ । ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁ ଚାଉଳ ଅଛି, ତାକୁ ବିକ୍ରି କର । ଗହମ ଓ ଚାଉଳ ଗୋଦାମରେ ଅଛି । ଆବଶ୍ୟକ ପଡିଲେ, ବଜାରରେ ବିକ୍ରି କରାଯିବ । ଚାଉଳ ବିକ୍ରି ହେବ ଓ ଗହମ ଲୋକଙ୍କୁ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । 

           

You Can Read:

ଓଦା ଧାନକୁ ତଦାରଖ କରି କ୍ଷତିପୂରଣ କଥା ଚିନ୍ତା କରିବେ ସରକାର : ସମବାୟ ମନ୍ତ୍ରୀ