ଗାଁରେ ଲାଗିଥିଲା ଡିଜେ ସାଉଣ୍ଡ ସିଷ୍ଟମ: ରାତି ଅଧରେ ଦୁର୍ବୃତ୍ତ ଲଗାଇଲେ ନିଆଁ
ବଡବିଲ ୧୭।୨: କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଭଦ୍ରାସାହି ପଞ୍ଚାୟତ ଟୋଣ୍ଟ ଗ୍ରାମରେ ଡିଜେ ସାଉଣ୍ଡ ସିଷ୍ଟମରେ ନିଆଁ ଲଗାଇଲେ ଦୁର୍ବୃତ୍ତ। ମାଘ ପର୍ବ ପାଳନ ଅବସରରେ ଏହି ଡିଜେ ସାଉଣ୍ଡ ସିଷ୍ଟମ ଲାଗିଥିଲା। ଯାହାକୁ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ପୋଡି ଦେଇଥିଲେ। ଏ ନେଇ ବଡ଼ବିଲ ଥାନାରେ ଅଭିଯୋଗ ହୋଇଛି । The post ଗାଁରେ ଲାଗିଥିଲା ଡିଜେ ସାଉଣ୍ଡ ସିଷ୍ଟମ: ରାତି ଅଧରେ ଦୁର୍ବୃତ୍ତ ଲଗାଇଲେ ନିଆଁ appeared first on Dharitri Odia News.
ବଡବିଲ ୧୭।୨: କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଭଦ୍ରାସାହି ପଞ୍ଚାୟତ ଟୋଣ୍ଟ ଗ୍ରାମରେ ଡିଜେ ସାଉଣ୍ଡ ସିଷ୍ଟମରେ ନିଆଁ ଲଗାଇଲେ ଦୁର୍ବୃତ୍ତ। ମାଘ ପର୍ବ ପାଳନ ଅବସରରେ ଏହି ଡିଜେ ସାଉଣ୍ଡ ସିଷ୍ଟମ ଲାଗିଥିଲା। ଯାହାକୁ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ପୋଡି ଦେଇଥିଲେ। ଏ ନେଇ ବଡ଼ବିଲ ଥାନାରେ ଅଭିଯୋଗ ହୋଇଛି ।
The post ଗାଁରେ ଲାଗିଥିଲା ଡିଜେ ସାଉଣ୍ଡ ସିଷ୍ଟମ: ରାତି ଅଧରେ ଦୁର୍ବୃତ୍ତ ଲଗାଇଲେ ନିଆଁ appeared first on Dharitri Odia News.