ଗିନିଜ ବୁକରେ ସାଉଥ ମେଗାଷ୍ଟାର ଚିରଞ୍ଜିବୀ, ୨୪ ହଜାର ଡ୍ୟାନ୍ସ ଷ୍ଟେପ ପ୍ରଦର୍ଶନ ପାଇଁ ସମ୍ମାନ

ଗିନିଜ ବୁକରେ ମେଗାଷ୍ଟାର। ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ସାଉଥ ମେଗାଷ୍ଟାର ଚିରଞ୍ଜିବୀ। ଗତ ୪୫ ବର୍ଷ ମଧ୍ୟରେ ୨୪ ହଜାର ନୃତ୍ୟ ପ୍ରଦର୍ଶନ ପାଇଁ ଚିରଞ୍ଜିବୀଙ୍କୁ ଏହି ସମ୍ମାନ ମିଳିଛି। ୧୯୭୮ ମସିହାରେ ଚିରଞ୍ଜିବୀ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ସେହିଦିନ ଠାରୁ ଚିରଞ୍ଜିବୀ ୧୫୬ଟି ଫିଲ୍ମରେ ଅଭିନୟ କରିବା ସହ ୫୩୭ଟି ଗୀତାରେ ୨୪ ହଜାର ଡ୍ୟାନ୍ସ ଷ୍ଟେପ ପ୍ରଦର୍ଶନ କରିଛନ୍ତି। ହାଇଦ୍ରାବାଦରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବଲିଉଡ […] The post ଗିନିଜ ବୁକରେ ସାଉଥ ମେଗାଷ୍ଟାର ଚିରଞ୍ଜିବୀ, ୨୪ ହଜାର ଡ୍ୟାନ୍ସ ଷ୍ଟେପ ପ୍ରଦର୍ଶନ ପାଇଁ ସମ୍ମାନ appeared first on KNews Odisha.

ଗିନିଜ ବୁକରେ ସାଉଥ ମେଗାଷ୍ଟାର ଚିରଞ୍ଜିବୀ, ୨୪ ହଜାର ଡ୍ୟାନ୍ସ ଷ୍ଟେପ ପ୍ରଦର୍ଶନ ପାଇଁ ସମ୍ମାନ
chiranjibi

ଗିନିଜ ବୁକରେ ମେଗାଷ୍ଟାର। ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ସାଉଥ ମେଗାଷ୍ଟାର ଚିରଞ୍ଜିବୀ। ଗତ ୪୫ ବର୍ଷ ମଧ୍ୟରେ ୨୪ ହଜାର ନୃତ୍ୟ ପ୍ରଦର୍ଶନ ପାଇଁ ଚିରଞ୍ଜିବୀଙ୍କୁ ଏହି ସମ୍ମାନ ମିଳିଛି। ୧୯୭୮ ମସିହାରେ ଚିରଞ୍ଜିବୀ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ସେହିଦିନ ଠାରୁ ଚିରଞ୍ଜିବୀ ୧୫୬ଟି ଫିଲ୍ମରେ ଅଭିନୟ କରିବା ସହ ୫୩୭ଟି ଗୀତାରେ ୨୪ ହଜାର ଡ୍ୟାନ୍ସ ଷ୍ଟେପ ପ୍ରଦର୍ଶନ କରିଛନ୍ତି। ହାଇଦ୍ରାବାଦରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବଲିଉଡ ତାରକା ଆମିର ଖାନ୍ ଚିରଞ୍ଜିବୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି।

The post ଗିନିଜ ବୁକରେ ସାଉଥ ମେଗାଷ୍ଟାର ଚିରଞ୍ଜିବୀ, ୨୪ ହଜାର ଡ୍ୟାନ୍ସ ଷ୍ଟେପ ପ୍ରଦର୍ଶନ ପାଇଁ ସମ୍ମାନ appeared first on KNews Odisha.