ଗୀତ ଶୁଣି କାନ୍ଦି ପକାଇଥିଲେ ଉତ୍କଳମଣୀ ଗୋପବନ୍ଧୁ
ପ୍ରଥମେ କିଏ ଗାଇଥିଲେ ବନ୍ଦେ ଉତ୍କଳ ଜନନୀ ?
ବନ୍ଦେ ଉତ୍କଳ ଜନନୀ ଓ ଏହାର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି … ଏତିକି ବେଳେ ମନେପଡିଛି ଅତୀତର କଥା… କେମିତି, କେଉଁଠି ଆଉ କିଏ ଗାଇଥିଲେ, ବନ୍ଦେ ଉତ୍କଳ ଜନନୀ, ଦେଖନ୍ତୁ ଜାଣିପାରିବେ…