ଗୀତରେ ଜୁନିୟର୍ ଏନ୍ଟିଆର୍ଙ୍କ ସହ ରୋମାନ୍ସ କଲେ ଜାହ୍ନବୀ; ଜମୁଛି ଯୋଡି
ଜାହ୍ନବୀ କପୁର ପ୍ରାୟ ସମୟରେ ତାଙ୍କ ଆକର୍ଷଣୀୟ ଚେହେରାକୁ ନେଇ ଚର୍ଚ୍ଚାରେ ରୁହନ୍ତି। ସେ ତାଙ୍କ ପ୍ରଶଂସକଙ୍କୁ ପାଗଳ କରିବା ନେଇ ଅନେକ ସମୟରେ ତାଙ୍କ ସୋସିଆଲ୍ ମିଡିଆରେ ଦମଦାର ଫଟୋ ଶେୟାର କରନ୍ତି। ଜାହ୍ନବୀ କିନ୍ତୁ ବର୍ତ୍ତମାନ ତାଙ୍କ ଫିଲ୍ମ 'ଦେବରା'କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି।