ବିଡିଓଙ୍କ ଅଫିସ ଆଗରେ ଧାରଣାରେ ବସିଲେ ସାମାଜିକ କର୍ମୀ
ସାବରଙ୍ଗ,୨୫।୨(କାଳିପଦ ରାୟ): ଭଦ୍ରକ ଜିଳା ବାସୁଦେବପୁର ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ସକାଳେ ସାମାଜିକ କର୍ମୀ ବୈଲୋଚନ ଜେନା ଧାରଣାରେ ବସିଛନ୍ତି। ସୋମବାର କିଛିକାମ ବିଷୟରେ ଆଲୋଚନା କରିବା ପାଇଁ ଜେନା ବିଡ଼ିଓଙ୍କ ନିକଟକୁ ଯାଇଥିଲେ। ଏହି ସମୟରେ ବିଡ଼ିଓ ତନ୍ମିତା କର ତାଙ୍କୁ ଖରାପ ବ୍ୟବହାର କରିଥିବା ନେଇ ଜେନା ଅଭିଯୋଗ କରିଛନ୍ତି। The post ବିଡିଓଙ୍କ ଅଫିସ ଆଗରେ ଧାରଣାରେ ବସିଲେ ସାମାଜିକ କର୍ମୀ appeared first on Dharitri Odia News.
ସାବରଙ୍ଗ,୨୫।୨(କାଳିପଦ ରାୟ): ଭଦ୍ରକ ଜିଳା ବାସୁଦେବପୁର ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ସକାଳେ ସାମାଜିକ କର୍ମୀ ବୈଲୋଚନ ଜେନା ଧାରଣାରେ ବସିଛନ୍ତି। ସୋମବାର କିଛିକାମ ବିଷୟରେ ଆଲୋଚନା କରିବା ପାଇଁ ଜେନା ବିଡ଼ିଓଙ୍କ ନିକଟକୁ ଯାଇଥିଲେ। ଏହି ସମୟରେ ବିଡ଼ିଓ ତନ୍ମିତା କର ତାଙ୍କୁ ଖରାପ ବ୍ୟବହାର କରିଥିବା ନେଇ ଜେନା ଅଭିଯୋଗ କରିଛନ୍ତି।
The post ବିଡିଓଙ୍କ ଅଫିସ ଆଗରେ ଧାରଣାରେ ବସିଲେ ସାମାଜିକ କର୍ମୀ appeared first on Dharitri Odia News.