ଗୁଗୁଲ ମ୍ୟାପ ସହାୟତାରେ ରାଜଧାନୀରୁ ଧରାପଡିବେ ଚୋର

ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ ବଢିଚାଲିଛି ସିରିଜ ଲୁଟ I ଲୁଟେରାଙ୍କୁ ଟ୍ରାକ କରିବା ପାଇଁ ପୋଲିସ ଆପଣେଇଛି ଗୁଗୁଲ ମ୍ୟାପିଂ I ରାଜଧାନୀରେ ଚୋରଙ୍କୁ ଧରିବା ପାଇଁ ସାହାଯ୍ୟ କରିବ ଗୁଗୁଲ ମ୍ୟାପ I ଏହି ଆପ ଦ୍ୱାରା କ୍ରାଇମ ହଟ ସ୍ପଟଉପରେ ପୁଲିସର ନଜର ରହିବ। ବୈଷୟିକ ଜ୍ଞାନକୌଶଳ ବ୍ୟବହାରକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ବିଭିନ୍ନ ଟେଲିକମ ସହାୟତା ନେବ ପୋଲିସ I ଏହି ଆପ ମାଧ୍ୟମରେ ବିଶେଷକରି ଜେଲ […]

ଗୁଗୁଲ ମ୍ୟାପ ସହାୟତାରେ ରାଜଧାନୀରୁ ଧରାପଡିବେ ଚୋର
ଗୁଗୁଲ ମ୍ୟାପ ସହାୟତାରେ ରାଜଧାନୀରୁ ଧରାପଡିବେ ଚୋର

ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ ବଢିଚାଲିଛି ସିରିଜ ଲୁଟ I ଲୁଟେରାଙ୍କୁ ଟ୍ରାକ କରିବା ପାଇଁ ପୋଲିସ ଆପଣେଇଛି ଗୁଗୁଲ ମ୍ୟାପିଂ I ରାଜଧାନୀରେ ଚୋରଙ୍କୁ ଧରିବା ପାଇଁ ସାହାଯ୍ୟ କରିବ ଗୁଗୁଲ ମ୍ୟାପ I ଏହି ଆପ ଦ୍ୱାରା କ୍ରାଇମ ହଟ ସ୍ପଟଉପରେ ପୁଲିସର ନଜର ରହିବ। ବୈଷୟିକ ଜ୍ଞାନକୌଶଳ ବ୍ୟବହାରକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ବିଭିନ୍ନ ଟେଲିକମ ସହାୟତା ନେବ ପୋଲିସ I ଏହି ଆପ ମାଧ୍ୟମରେ ବିଶେଷକରି ଜେଲ ଫେରନ୍ତା ଅପରାଧୀ ମାନଙ୍କ ଉପରେ ରହିବ ନଜର I ଗତକାଲି ପ୍ରତିଷ୍ଠା ଦିବସରେ ଗୁରୁତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ବିଭିନ୍ନ ଟେଲିକମ ସଂସ୍ଥାର ସାହାଯ୍ୟ ନେବ କମିଶନରେଟ ପୁଲିସ । ପ୍ରଥମ ପର୍ଯ୍ୟାୟରେ ସ୍ନାଚିଂ, ଲୁଟ ଘଟଣାକୁ ଗୁରୁତ୍ୱ ଦିଆଯିବ । ଗୁଗୁଲ ଆପ୍ଲିକେସନ ଜରିଆରେ କ୍ରାଇମ ମ୍ୟାପିଂ ଟେକନିକ ଆପଣାଇବ ପୁଲିସଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ମଧ୍ୟ ଖୁବଶୀଘ୍ର ସହାୟତା ନେବ ପୁଲିସ ।