ଗୁପ୍ ଚୁପ୍ ବିକାଳିଙ୍କୁ ମରଣାନ୍ତକ ଆକ୍ରମଣ, କାରଣ ଅସ୍ପଷ୍ଟ
ରେଢ଼ାଖୋଲ: ଗୁପ୍ ଚୁପ୍ ବିକାଳିଙ୍କୁ ମରଣାନ୍ତକ ଆକ୍ରମଣ । ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି । ରେଢ଼ାଖୋଲ ଥାନା ଲୁହାପଙ୍କ ପଞ୍ଚାୟତ ନବଘନପୁର ଗାଁର ଗୁପ୍ ଚୁପ୍ ବିକାଳି ଲବ ସାହୁଙ୍କୁ କଟୁରୀରେ ଆକ୍ରମଣ କରିଛି ଜଣେ ଦୁବୃର୍ତ୍ତ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରେଢାଖୋଲ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ପାଇଁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି । ଆକ୍ରମଣ କରିବା ପରେ […] The post ଗୁପ୍ ଚୁପ୍ ବିକାଳିଙ୍କୁ ମରଣାନ୍ତକ ଆକ୍ରମଣ, କାରଣ ଅସ୍ପଷ୍ଟ appeared first on KNews Odisha.

ରେଢ଼ାଖୋଲ: ଗୁପ୍ ଚୁପ୍ ବିକାଳିଙ୍କୁ ମରଣାନ୍ତକ ଆକ୍ରମଣ । ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି । ରେଢ଼ାଖୋଲ ଥାନା ଲୁହାପଙ୍କ ପଞ୍ଚାୟତ ନବଘନପୁର ଗାଁର ଗୁପ୍ ଚୁପ୍ ବିକାଳି ଲବ ସାହୁଙ୍କୁ କଟୁରୀରେ ଆକ୍ରମଣ କରିଛି ଜଣେ ଦୁବୃର୍ତ୍ତ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରେଢାଖୋଲ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ପାଇଁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି । ଆକ୍ରମଣ କରିବା ପରେ ଦୁବୃର୍ତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ରେଢାଖୋଲ ପୋଲିସ ମାମଲାର ତଦନ୍ତ କରୁଛି ।
ଆହୁରି ପଢନ୍ତୁ : ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନୂଆ ଟିମ୍, ଓଡ଼ିଶାରେ ସାଙ୍ଗଠନିକ ଶକ୍ତି ପୁନର୍ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ
The post ଗୁପ୍ ଚୁପ୍ ବିକାଳିଙ୍କୁ ମରଣାନ୍ତକ ଆକ୍ରମଣ, କାରଣ ଅସ୍ପଷ୍ଟ appeared first on KNews Odisha.