ଗୁହାଳିଆ ଗ୍ରାମରେ ଗୋଷ୍ଠୀ ସଂଘର୍ଷ : ଆକ୍ରମଣରେ ୪ ଗୁରୁତର

ନୀଳଗିରି ୨୬।୩: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ଔପଦା ବ୍ଲକ ଗୁହାଳିଆ ଗାଁରେ ହୋଲି ଉତ୍ସବରେ ବୁଲିଲା ଖଣ୍ଡା ଓ ଭୁଜାଲି । ପୂର୍ବ ଶତ୍ରୁତାକୁ ନେଇ ଏଭଳି ହୋଇଥିବା ସୂଚନା ମିଳିଛି । ଉଭୟ ଗୋଷ୍ଠୀ ମଧ୍ୟରେ ପାଟିମୁଣ୍ଡ ଉଗ୍ରରୂପ ନେଇଛି । ଆକ୍ରମଣରେ ୪ ଜଣ ଗୁରୁତର ହୋଇଥିବା ବେଳେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗାଁରେ ନୀଳଗିରି ଆଇଆଇସି ପହଞ୍ଚି ୨ ଜଣଙ୍କୁ ଅଟକ ରଖିଛନ୍ତି । You Can Read :ହୋଲି ଖେଳ ସାରି ଗାଧୋଇବା ବେଳେ ଅଘଟଣ : ଭାସିଯାଇ ନାବାଳକ ନିଖୋଜ

ଗୁହାଳିଆ ଗ୍ରାମରେ ଗୋଷ୍ଠୀ ସଂଘର୍ଷ : ଆକ୍ରମଣରେ ୪ ଗୁରୁତର

ନୀଳଗିରି ୩: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ଔପଦା ବ୍ଲକ ଗୁହାଳିଆ ଗାଁରେ ହୋଲି ଉତ୍ସବରେ ବୁଲିଲା ଖଣ୍ଡା ଓ ଭୁଜାଲି । ପୂର୍ବ ଶତ୍ରୁତାକୁ ନେଇ ଏଭଳି ହୋଇଥିବା ସୂଚନା ମିଳିଛି । ଉଭୟ ଗୋଷ୍ଠୀ ମଧ୍ୟରେ ପାଟିମୁଣ୍ଡ ଉଗ୍ରରୂପ ନେଇଛି । ଆକ୍ରମଣରେ ୪ ଜଣ ଗୁରୁତର ହୋଇଥିବା ବେଳେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗାଁରେ ନୀଳଗିରି ଆଇଆଇସି ପହଞ୍ଚି ୨ ଜଣଙ୍କୁ ଅଟକ ରଖିଛନ୍ତି ।

 You Can Read :

ହୋଲି ଖେଳ ସାରି ଗାଧୋଇବା ବେଳେ ଅଘଟଣ : ଭାସିଯାଇ ନାବାଳକ ନିଖୋଜ