ଗୋଟିଏ ଦିନରେ ମାରିଲା ୧୧ ଲକ୍ଷ ବିଜୁଳି, ଲୋକେ ଆତଙ୍କିତ
ନୂଆଦିଲ୍ଲୀ, ୧୧।୧୧: ଜଳବାୟୁ ପରିବର୍ତନ କାରଣରୁ ବର୍ତ୍ତମାନ ବିଭିନ୍ନ ପ୍ରାକୃତିକ ବିପତ୍ତି ଦେଖିବାକୁ ମିଳୁଛି। ରବିବାର ଅଷ୍ଟ୍ରେଲିଆର ମାତ୍ର ଗୋଟିଏ ଦିନରେ ୧.୧ ମିଲିୟନ ବା ୧୧ ଲକ୍ଷ ବିଜୁଳି/ଘଡ଼ଘଡ଼ି ମାରିଛି। କେନ୍ଦ୍ରୀୟ ଅଷ୍ଟ୍ରେଲିଆ, କୁଇନ୍ସଲାଣ୍ଡ ଏବଂ ଦକ୍ଷିଣ ଅଷ୍ଟ୍ରେଲିଆରେ କାଳବୈଶାଖୀ ପ୍ରଭାବରେ ଏହି ପ୍ରଚଣ୍ଡ ବିଜୁଳି ଘଡଘଡି ବର୍ଷିଥିଲା। ଉଲୁରୁ ଅଂଚଳରେ ୭୧୯,୦୬୮ ଘଡଘଡି ହୋଇଥିବା ବେଳେ ଦକ୍ଷିଣ ପୂର୍ବ କୁଇନ୍ସଲାଣ୍ଡରେ ପ୍ରବଳ ବର୍ଷା ସହିତ ୩୨୮,୬୨୭ ବିଜୁଳୀ ଘଡଘଡ଼ି ମଧ୍ୟ ହୋଇଛି। ଉତ୍ତର ଅଷ୍ଟ୍ରେଲିଆରେ […] The post ଗୋଟିଏ ଦିନରେ ମାରିଲା ୧୧ ଲକ୍ଷ ବିଜୁଳି, ଲୋକେ ଆତଙ୍କିତ appeared first on Dharitri Odia News.
ନୂଆଦିଲ୍ଲୀ, ୧୧।୧୧: ଜଳବାୟୁ ପରିବର୍ତନ କାରଣରୁ ବର୍ତ୍ତମାନ ବିଭିନ୍ନ ପ୍ରାକୃତିକ ବିପତ୍ତି ଦେଖିବାକୁ ମିଳୁଛି। ରବିବାର ଅଷ୍ଟ୍ରେଲିଆର ମାତ୍ର ଗୋଟିଏ ଦିନରେ ୧.୧ ମିଲିୟନ ବା ୧୧ ଲକ୍ଷ ବିଜୁଳି/ଘଡ଼ଘଡ଼ି ମାରିଛି। କେନ୍ଦ୍ରୀୟ ଅଷ୍ଟ୍ରେଲିଆ, କୁଇନ୍ସଲାଣ୍ଡ ଏବଂ ଦକ୍ଷିଣ ଅଷ୍ଟ୍ରେଲିଆରେ କାଳବୈଶାଖୀ ପ୍ରଭାବରେ ଏହି ପ୍ରଚଣ୍ଡ ବିଜୁଳି ଘଡଘଡି ବର୍ଷିଥିଲା।
ଉଲୁରୁ ଅଂଚଳରେ ୭୧୯,୦୬୮ ଘଡଘଡି ହୋଇଥିବା ବେଳେ ଦକ୍ଷିଣ ପୂର୍ବ କୁଇନ୍ସଲାଣ୍ଡରେ ପ୍ରବଳ ବର୍ଷା ସହିତ ୩୨୮,୬୨୭ ବିଜୁଳୀ ଘଡଘଡ଼ି ମଧ୍ୟ ହୋଇଛି। ଉତ୍ତର ଅଷ୍ଟ୍ରେଲିଆରେ ଏହି ସମୟରେ ୯୫,୦୦୦ ବିଜୁଳି ପଡିଥିଲା। ଏହି ଅଂଚଳରେ ଆଗରୁ ବିଜୁଳି ଘଡଘଡି ସାମାନ୍ୟ ରହୁଥିବାବେଳେ ଏପରି ବିଜୁଳି ଘଡଘଡି ଆଶ୍ଚର୍ୟ୍ୟ କରିଥିବା ସ୍ଥାନୀୟ ଲୋକେ କହିଛନ୍ତି।
The post ଗୋଟିଏ ଦିନରେ ମାରିଲା ୧୧ ଲକ୍ଷ ବିଜୁଳି, ଲୋକେ ଆତଙ୍କିତ appeared first on Dharitri Odia News.