ଗୋଟିଏ ବିମାନରେ ଯାତ୍ରା କଲେ ନୀତୀଶ-ତେଜସ୍ବୀ

ନୂଆଦିଲ୍ଲୀ,୫।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ବୀ ଯାଦବ ଆଜି ଦିଲ୍ଲୀ ଯାଉଛନ୍ତି। ଏହି ସମୟରେ ଉଭୟ ନେତାଙ୍କୁ ଗୋଟିଏ ବିମାନରେ ଯାତ୍ରା କରୁଥିବାର ଦେଖାଯାଇଛି। ଏହାର ଭିଡିଓ ମଧ୍ୟ ଭାଇରାଲ ହୋବରେ ଲାଗିଛି। ଭାଜପା ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ) ଏବଂ ବିରୋଧୀ ଇଣ୍ଡିଆ ମେଣ୍ଟ ସେମାନଙ୍କର ପରବର୍ତ୍ତୀ ପଦକ୍ଷେପ ଯୋଜନା କରୁଛନ୍ତି। ୨୦୨୪ ଲୋକ ସଭା ନିର୍ବାଚନ ସମାପ୍ତ ହେବା ପରେ ପରବର୍ତ୍ତୀ ଯୋଜନା […] The post ଗୋଟିଏ ବିମାନରେ ଯାତ୍ରା କଲେ ନୀତୀଶ-ତେଜସ୍ବୀ appeared first on Dharitri Odia News.

ଗୋଟିଏ ବିମାନରେ ଯାତ୍ରା କଲେ ନୀତୀଶ-ତେଜସ୍ବୀ

ନୂଆଦିଲ୍ଲୀ,୫।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ବୀ ଯାଦବ ଆଜି ଦିଲ୍ଲୀ ଯାଉଛନ୍ତି। ଏହି ସମୟରେ ଉଭୟ ନେତାଙ୍କୁ ଗୋଟିଏ ବିମାନରେ ଯାତ୍ରା କରୁଥିବାର ଦେଖାଯାଇଛି। ଏହାର ଭିଡିଓ ମଧ୍ୟ ଭାଇରାଲ ହୋବରେ ଲାଗିଛି।

ଭାଜପା ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ) ଏବଂ ବିରୋଧୀ ଇଣ୍ଡିଆ ମେଣ୍ଟ ସେମାନଙ୍କର ପରବର୍ତ୍ତୀ ପଦକ୍ଷେପ ଯୋଜନା କରୁଛନ୍ତି। ୨୦୨୪ ଲୋକ ସଭା ନିର୍ବାଚନ ସମାପ୍ତ ହେବା ପରେ ପରବର୍ତ୍ତୀ ଯୋଜନା ପାଇଁ ରାଜଧାନୀକୁ ଯାଉଛନ୍ତି ନୀତୀଶ ଓ ତେଜସ୍ବୀ।

The post ଗୋଟିଏ ବିମାନରେ ଯାତ୍ରା କଲେ ନୀତୀଶ-ତେଜସ୍ବୀ appeared first on Dharitri Odia News.