ଗୋପାଳ ଚନ୍ଦ୍ର ପଟ୍ଟନାୟକ ହେଲେ ORERA ଅଧ୍ୟକ୍ଷ
ଭୁବନେଶ୍ୱର : ଗୋପାଳ ଚନ୍ଦ୍ର ପଟ୍ଟନାୟକ ହେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧ୍ୟକ୍ଷ ଇ ଏନେଇ ଗୃହ ନିର୍ମାଣ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ପରବର୍ତ୍ତୀ ନିର୍ଦେଶ ଜାରି ହେବ ପୂର୍ବରୁ ଆଧ୍ୟକ୍ଷ ରହିବେ ଗୋପାଳ ଚନ୍ଦ୍ର ପଟ୍ଟନାୟକ । ସେ ପୂର୍ବରୁ ORERA ସଦସ୍ୟ ରହିଆସିଥିଲେ । ସୂଚନାନୁସାରେ, ଗତକାଲି ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ପ୍ରଦୀପ ଜେନାଙ୍କୁ […]

ଭୁବନେଶ୍ୱର : ଗୋପାଳ ଚନ୍ଦ୍ର ପଟ୍ଟନାୟକ ହେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧ୍ୟକ୍ଷ ଇ ଏନେଇ ଗୃହ ନିର୍ମାଣ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ପରବର୍ତ୍ତୀ ନିର୍ଦେଶ ଜାରି ହେବ ପୂର୍ବରୁ ଆଧ୍ୟକ୍ଷ ରହିବେ ଗୋପାଳ ଚନ୍ଦ୍ର ପଟ୍ଟନାୟକ । ସେ ପୂର୍ବରୁ ORERA ସଦସ୍ୟ ରହିଆସିଥିଲେ ।
ସୂଚନାନୁସାରେ, ଗତକାଲି ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ପ୍ରଦୀପ ଜେନାଙ୍କୁ OERC ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ସୁରେଶ ମହାପାତ୍ରଙ୍କ ଅବସର ପରଠୁ ଖାଲି ପଡିଥିଲା ଅଧ୍ୟକ୍ଷ ପଦ।
ପୂର୍ବ ସରକାର ସମୟରେ ପ୍ରଦୀପ ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଭାବରେ ଦାୟିତ୍ୱ ମିଳିଥିଲା। ହେଲେ ଏବେ ରାଜ୍ୟ ସରକାର ତାଙ୍କୁ ପୁଣି ଏକ ନୂଆ ଦାୟିତ୍ୱ ଦେଇଛନ୍ତି। ପ୍ରଦୀପ ଜେନାଙ୍କୁ OERC ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର।