ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ବଡ଼ ଅପଡେଟ୍
ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ବଡ଼ ଅପଡେଟ୍ । ସିସିଟିଭି, ମୋବାଇଲରୁ ମିଳିଛି ବଡ଼ ପ୍ରମାଣ। ଅଭିଯୁକ୍ତଙ୍କୁ ଦଣ୍ଡ ଦେବାକୁ ରହିଛି ଯଥେଷ୍ଟ ପ୍ରମାଣ। କଠୋରରୁ କଠୋର ଦଣ୍ଡ ପାଇଁ ସବୁ ପ୍ରୟାସ ହେବ। ଡିଜିଟାଲ୍ ପ୍ରମାଣ ବଡ଼ ତଥ୍ୟ ଦେଇଥିବା କହିଛନ୍ତି କ୍ରାଇମବ୍ରାଞ୍ଚ DG ବିନୟତୋଷ ମିଶ୍ର।