ଗୋପୀନାଥଦେବ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଜନ୍ମାଷ୍ଟମୀ ପାଳିତ

ଗୁରୁଡ଼ିଝାଟିଆ: ଭାରତୀୟ ଗୌରବଜ୍ୱଳ ସଂସ୍କୃତି ଓ ପରମ୍ପରାକୁ ଉଦଜୀବିତ ରଖି ଆଧ୍ୟାତ୍ମିକ ଭାବ ପ୍ରଚାର କରିବା ନିମନ୍ତେ ଭଗବାନ କୃଷ୍ଣଙ୍କ ଜନ୍ମ ଉତ୍ସବ କୁମାରପୁର ଶାସନ ସ୍ଥିତ ଗୋପୀନାଥଦେବ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଆଜି ପାଳିତ ହୋଇଛି। ବିଦ୍ୟାଳୟର ସଭାପତି ନିରଜାକାନ୍ତି ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀମାନେ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ଲୀଳା ପରିବେଷଣ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ହୃଷିକେଶ ସ୍ୱାଇଁ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି […]

ଗୋପୀନାଥଦେବ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଜନ୍ମାଷ୍ଟମୀ ପାଳିତ

ଗୁରୁଡ଼ିଝାଟିଆ: ଭାରତୀୟ ଗୌରବଜ୍ୱଳ ସଂସ୍କୃତି ଓ ପରମ୍ପରାକୁ ଉଦଜୀବିତ ରଖି ଆଧ୍ୟାତ୍ମିକ ଭାବ ପ୍ରଚାର କରିବା ନିମନ୍ତେ ଭଗବାନ କୃଷ୍ଣଙ୍କ ଜନ୍ମ ଉତ୍ସବ କୁମାରପୁର ଶାସନ ସ୍ଥିତ ଗୋପୀନାଥଦେବ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଆଜି ପାଳିତ ହୋଇଛି। ବିଦ୍ୟାଳୟର ସଭାପତି ନିରଜାକାନ୍ତି ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀମାନେ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ଲୀଳା ପରିବେଷଣ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ହୃଷିକେଶ ସ୍ୱାଇଁ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।