ଗୋରୁ ଗୁହାଳ ପାଲଟିଛି ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମ୍ କାଉଣ୍ଟର୍

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଲଇଡା ଗ୍ରାମର ମେନ୍ ରୋଡରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମ୍ କାଉଣ୍ଟର୍ ପରିସର ଗାଈଗୋରୁଙ୍କ ଗୋବରରେ ଅପରିଷ୍କାର ହୋଇପଡିଛି। ତଥାପି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଏଥିପ୍ରତି ନିଘା ନାହିଁ। ଏଟିଏମ୍ କାଉଣ୍ଟର୍ ବୁଲା ଗାଈଗୋରୁଙ୍କ ଆଶ୍ରୟ ସ୍ଥଳ ପାଳଟି ଥିବାରୁ ଗାଈଗୋରୁ କାଉଣ୍ଟର ଭିତରକୁ ପଶି ମଳମୂତ୍ର ତ୍ୟାଗ କରୁଛନ୍ତି। ଫଳରେ ଏଟିଏମ୍ କାଉଣ୍ଟର୍ ଗୋରୁ ଗୁହାଳର ଭ୍ରମ ସୃଷ୍ଟି କରୁଛି। ବିକଳ୍ପ ନଥିବାରୁ ଅସ୍ବାସ୍ଥ୍ୟକର ଓ ଅପରିଷ୍କାର ପରିବେଶ […]

ଗୋରୁ ଗୁହାଳ ପାଲଟିଛି ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମ୍ କାଉଣ୍ଟର୍

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଲଇଡା ଗ୍ରାମର ମେନ୍ ରୋଡରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମ୍ କାଉଣ୍ଟର୍ ପରିସର ଗାଈଗୋରୁଙ୍କ ଗୋବରରେ ଅପରିଷ୍କାର ହୋଇପଡିଛି। ତଥାପି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଏଥିପ୍ରତି ନିଘା ନାହିଁ। ଏଟିଏମ୍ କାଉଣ୍ଟର୍ ବୁଲା ଗାଈଗୋରୁଙ୍କ ଆଶ୍ରୟ ସ୍ଥଳ ପାଳଟି ଥିବାରୁ ଗାଈଗୋରୁ କାଉଣ୍ଟର ଭିତରକୁ ପଶି ମଳମୂତ୍ର ତ୍ୟାଗ କରୁଛନ୍ତି। ଫଳରେ ଏଟିଏମ୍ କାଉଣ୍ଟର୍ ଗୋରୁ ଗୁହାଳର ଭ୍ରମ ସୃଷ୍ଟି କରୁଛି। ବିକଳ୍ପ ନଥିବାରୁ ଅସ୍ବାସ୍ଥ୍ୟକର ଓ ଅପରିଷ୍କାର ପରିବେଶ ଥିବା ସତ୍ତ୍ବେ ଉପଭୋକ୍ତା ଏଟିଏମ କାଉଣ୍ଟରରୁ ଟଙ୍କା ଉଠାଇବାକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି।