ଗ୍ୟାସ ଟାଙ୍କି ଫାଟି ଜଳିଗଲା ଜଳଖିଆ ଦୋକାନ
ଜଗତସିଂହପୁର : ଗ୍ୟାସ ଟାଙ୍କି ଫାଟି ଜଳିଗଲା ଜଳଖିଆ ଦୋକାନ । ଜଗତସିଂହପୁର ସହରର ବାବା ବିଶ୍ଵନାଥ କ୍ୟାଣ୍ଟିନରେ ହଠାତ୍ ଗ୍ୟାସ ଟାଙ୍କି ଫାଟି ହୁତୁହୁତୁ ହୋଇ ଜଳିଗଲା ଜଳଖିଆ ଦୋକାନ। ଦୁଇଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଘଟଣାସ୍ଥଳରେ ଲୋକଙ୍କ ପ୍ରବଳ ଭିଡ଼। ଅପରାହ୍ନ ୪ଟା ବେଳକୁ ହଠାତ୍ ଗ୍ୟାସ୍ ଟାଙ୍କି ଫାଟିବାରୁ ଲୋକେ ଭୟଭୀତ ହୋଇ ଏଣେତେଣେ ଧାଇଁଥିଲେ। ନିଆଁରେ ଜଳି ଯାଇଥିଲା ପୂରା ଦୋକାନ। ତେବେ ଗ୍ୟାସ ଟାଙ୍କି ଫାଟିବାର […] The post ଗ୍ୟାସ ଟାଙ୍କି ଫାଟି ଜଳିଗଲା ଜଳଖିଆ ଦୋକାନ appeared first on KNews Odisha.

ଜଗତସିଂହପୁର : ଗ୍ୟାସ ଟାଙ୍କି ଫାଟି ଜଳିଗଲା ଜଳଖିଆ ଦୋକାନ । ଜଗତସିଂହପୁର ସହରର ବାବା ବିଶ୍ଵନାଥ କ୍ୟାଣ୍ଟିନରେ ହଠାତ୍ ଗ୍ୟାସ ଟାଙ୍କି ଫାଟି ହୁତୁହୁତୁ ହୋଇ ଜଳିଗଲା ଜଳଖିଆ ଦୋକାନ। ଦୁଇଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଘଟଣାସ୍ଥଳରେ ଲୋକଙ୍କ ପ୍ରବଳ ଭିଡ଼। ଅପରାହ୍ନ ୪ଟା ବେଳକୁ ହଠାତ୍ ଗ୍ୟାସ୍ ଟାଙ୍କି ଫାଟିବାରୁ ଲୋକେ ଭୟଭୀତ ହୋଇ ଏଣେତେଣେ ଧାଇଁଥିଲେ। ନିଆଁରେ ଜଳି ଯାଇଥିଲା ପୂରା ଦୋକାନ। ତେବେ ଗ୍ୟାସ ଟାଙ୍କି ଫାଟିବାର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।
The post ଗ୍ୟାସ ଟାଙ୍କି ଫାଟି ଜଳିଗଲା ଜଳଖିଆ ଦୋକାନ appeared first on KNews Odisha.