ନିର୍ବାଚନ କମିଶନରଙ୍କ ବଡ ଘୋଷଣା, ପ୍ରାର୍ଥୀ ଦେଇ ପାରିବେ ନାହିଁ ଏହି ଦଳ
ନୂଆଦିଲ୍ଲୀ,୧୬।୩: ୨୦୨୪ ଲୋକସଭା ନିର୍ବାଚନ ନେଇ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି । ରାଜୀବ କୁମାରଙ୍କ ସୂଚନା ମୁତାବକ ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ହେବ । ମେ ମାସ ୧୩ ତାରିଖରେ ଓଡିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଜୁନ ୪ ତାରିଖରେ ଫଳାଫଳ ଘୋଷଣା କରାଯିବ । କହିରଖୁଛୁ କି, ନିର୍ବାଚନ କମିଶନର ଚଳିତ ନିର୍ବାଚନରୁ ୫୩୭ଟି ରାଜନୈତିକ ଦଳକୁ ବାହାର କରିଛନ୍ତି । ଏହି ୫୩୭ ରାଜନୈତିକ ଦଳ […] The post ନିର୍ବାଚନ କମିଶନରଙ୍କ ବଡ ଘୋଷଣା, ପ୍ରାର୍ଥୀ ଦେଇ ପାରିବେ ନାହିଁ ଏହି ଦଳ appeared first on Dharitri Odia News.
ନୂଆଦିଲ୍ଲୀ,୧୬।୩: ୨୦୨୪ ଲୋକସଭା ନିର୍ବାଚନ ନେଇ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି । ରାଜୀବ କୁମାରଙ୍କ ସୂଚନା ମୁତାବକ ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ହେବ । ମେ ମାସ ୧୩ ତାରିଖରେ ଓଡିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଜୁନ ୪ ତାରିଖରେ ଫଳାଫଳ ଘୋଷଣା କରାଯିବ ।
କହିରଖୁଛୁ କି, ନିର୍ବାଚନ କମିଶନର ଚଳିତ ନିର୍ବାଚନରୁ ୫୩୭ଟି ରାଜନୈତିକ ଦଳକୁ ବାହାର କରିଛନ୍ତି । ଏହି ୫୩୭ ରାଜନୈତିକ ଦଳ ମଧ୍ୟରୁ ୨୮୪ ଟି ଦଳକୁ ତାଲିକାରୁ ବାହାର କରାଯାଇଥିବା ବେଳେ ୨୫୩ଟି ରାଜନୈତିକ ଦଳକୁ ଇନଆକ୍ଟିଭ କରାଯାଇଛି । ରାଜନୈତିକ ଦଳଭାବେ ଏମାନେ ସମସ୍ତ ସୁବିଧା ସୁଯୋଗ ପାଉଥିବା ବେଳେ ନିର୍ବାଚନୀ ମାହୋଲ ଖରାପ କରୁଛନ୍ତି ବୋଲି ରାଜୀବ କୁମାର କହିଛନ୍ତି।
The post ନିର୍ବାଚନ କମିଶନରଙ୍କ ବଡ ଘୋଷଣା, ପ୍ରାର୍ଥୀ ଦେଇ ପାରିବେ ନାହିଁ ଏହି ଦଳ appeared first on Dharitri Odia News.