ଘର ଉପରକୁ ମାଡିଗଲା ହାଇୱା ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକ
ସାଲେପୁର ୨୯।୫: ଘର ଉପରକୁ ମାଡିଗଲା ହାଇୱା ଟ୍ରକ୍ l ଏଭଳି ଦୁର୍ଘଟଣା ଘଟିଛି କଟକ-ଚାନ୍ଦବାଲି ରାସ୍ତା ସାଲେପୁର ଥାନା କୁଳିଆ ବଜାର ଠାରେ l ଦୁର୍ଘଟଣା ଫଳରେ ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ l ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିବା ଏକ ହାଇୱା ଟ୍ରକ୍ ଭାରସାମ୍ୟ ହରାଇ କୁଳିଆ ବଜାର ସ୍ଥିତ ନାରାୟଣ ଦାସ ଓ ତାଙ୍କ ଭାଇଙ୍କ ଘର ଉପରେ ମାଡି ଯାଇଥିଲା l ଫଳରେ ଗାଈ ଗୋରୁ ଓ ଘର ଆସବାବପତ୍ର କ୍ଷତିଗ୍ରସ୍ତ ହେବା ସହ ଅଳ୍ପକେ ବଞ୍ଚିଯାଇଛନ୍ତି ପରିବାର ଲୋକେ lYou Can Read :ନିର୍ବାଚନ କାର୍ଯ୍ୟରେ ଆଦେଶ ଅବମାନନା : ୧୩ ଗାଡ଼ି ମାଲିକଙ୍କ ବିରୁଦ୍ଧରେ ଗିରଫ ଓ୍ବାରେଣ୍ଟ
ସାଲେପୁର ୨୯।୫: ଘର ଉପରକୁ ମାଡିଗଲା ହାଇୱା ଟ୍ରକ୍ l ଏଭଳି ଦୁର୍ଘଟଣା ଘଟିଛି କଟକ-ଚାନ୍ଦବାଲି ରାସ୍ତା ସାଲେପୁର ଥାନା କୁଳିଆ ବଜାର ଠାରେ l ଦୁର୍ଘଟଣା ଫଳରେ ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ l
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିବା ଏକ ହାଇୱା ଟ୍ରକ୍ ଭାରସାମ୍ୟ ହରାଇ କୁଳିଆ ବଜାର ସ୍ଥିତ ନାରାୟଣ ଦାସ ଓ ତାଙ୍କ ଭାଇଙ୍କ ଘର ଉପରେ ମାଡି ଯାଇଥିଲା l ଫଳରେ ଗାଈ ଗୋରୁ ଓ ଘର ଆସବାବପତ୍ର କ୍ଷତିଗ୍ରସ୍ତ ହେବା ସହ ଅଳ୍ପକେ ବଞ୍ଚିଯାଇଛନ୍ତି ପରିବାର ଲୋକେ l
You Can Read :
ନିର୍ବାଚନ କାର୍ଯ୍ୟରେ ଆଦେଶ ଅବମାନନା : ୧୩ ଗାଡ଼ି ମାଲିକଙ୍କ ବିରୁଦ୍ଧରେ ଗିରଫ ଓ୍ବାରେଣ୍ଟ