ଘରକୁ ଘର ବୁଲି ଧଳା ଲଫାପା ବାଣ୍ଟୁଥିଲେ ବିଜେଡି ନେତ୍ରୀ, ଭିତରେ ଥିଲା…

ଭୁବନେଶ୍ୱର,୩୦।୫: ରାଜଧାନୀ ଭୁବନେଶ୍ୱର ଖାରବେଳ ନଗର ଅଞ୍ଚଳର ବିଜୟଲକ୍ଷ୍ମୀ ମହାପାତ୍ର ଓ ଦିବ୍ୟଜ୍ୟୋତି ଜେନା ବୁଧବାର ରାତିରେ ଉଦଳା ନିର୍ବାଚନମଣ୍ଡଳୀର ଗୁଧିମରା ଗାଁରେ ପହଞ୍ଚି ଘରକୁ ଘର ବୁଲି ଧଳା ଲଫାପା ବାଣ୍ଟୁଥିଲେ। ଯେଉଁ ଲଫାପାରେ ୨୦୦୦ ଟଙ୍କା ଥିଲା। ଏହା ଜାଣିପାରି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ। ଉଦଳା ଥାନା ପୋଲିସ ମାମଲା ରୁଜୁ କରି ବିଜେଡି ନେତ୍ରୀ ଓ ତାଙ୍କସାଥୀଙ୍କୁ ଗିରଫ କରିଛି। ଏଥିସହ ଟଙ୍କା ଓ ବିଜେଡି ଟି-ସାର୍ଟ ମଧ୍ୟ ପୋଲିସ […] The post ଘରକୁ ଘର ବୁଲି ଧଳା ଲଫାପା ବାଣ୍ଟୁଥିଲେ ବିଜେଡି ନେତ୍ରୀ, ଭିତରେ ଥିଲା… appeared first on Dharitri Odia News.

ଘରକୁ ଘର ବୁଲି ଧଳା ଲଫାପା ବାଣ୍ଟୁଥିଲେ ବିଜେଡି ନେତ୍ରୀ, ଭିତରେ ଥିଲା…

ଭୁବନେଶ୍ୱର,୩୦।୫: ରାଜଧାନୀ ଭୁବନେଶ୍ୱର ଖାରବେଳ ନଗର ଅଞ୍ଚଳର ବିଜୟଲକ୍ଷ୍ମୀ ମହାପାତ୍ର ଓ ଦିବ୍ୟଜ୍ୟୋତି ଜେନା ବୁଧବାର ରାତିରେ ଉଦଳା ନିର୍ବାଚନମଣ୍ଡଳୀର ଗୁଧିମରା ଗାଁରେ ପହଞ୍ଚି ଘରକୁ ଘର ବୁଲି ଧଳା ଲଫାପା ବାଣ୍ଟୁଥିଲେ। ଯେଉଁ ଲଫାପାରେ ୨୦୦୦ ଟଙ୍କା ଥିଲା। ଏହା ଜାଣିପାରି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ। ଉଦଳା ଥାନା ପୋଲିସ ମାମଲା ରୁଜୁ କରି ବିଜେଡି ନେତ୍ରୀ ଓ ତାଙ୍କସାଥୀଙ୍କୁ ଗିରଫ କରିଛି। ଏଥିସହ ଟଙ୍କା ଓ ବିଜେଡି ଟି-ସାର୍ଟ ମଧ୍ୟ ପୋଲିସ ଜବତ କରିଛି।

The post ଘରକୁ ଘର ବୁଲି ଧଳା ଲଫାପା ବାଣ୍ଟୁଥିଲେ ବିଜେଡି ନେତ୍ରୀ, ଭିତରେ ଥିଲା… appeared first on Dharitri Odia News.