ଘରେ ରଖନ୍ତୁ ଚାନ୍ଦିର ଏହି ମୂର୍ତ୍ତି, ଦୂର ହୋଇଯିବ ନକରାତ୍ମକ
ନୂଆଦିଲ୍ଲୀ ୦୧।୧୨: ରୁପା । ପିନ୍ଧିଲେ କେବଳ ଭଲ ହୋଇଥାଏ ତା ନୁହେଁ, ଘରେ ଚାନ୍ଦିର ମୂର୍ତ୍ତି ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ରୂପାର ଅନେକ ଧାର୍ମିକ ଏବଂ ବୈଜ୍ଞାନିକ ଲାଭ ରହିଛି । ଏହାବ୍ୟତୀତ ବାସ୍ତୁଶାସ୍ତ୍ରୀ ଅନୁଯାୟୀ ରୂପାର ଏପରି କିଛି ଜିନିଷ ରହିଛି, ଯାହାକୁ ଘରେ ରଖିବା ଅତ୍ୟନ୍ତ ଶୁଭ ଏବଂ ଲାଭଦାୟକ ବୋଲି ବିବେଚନା କରାଯାଏ । ବିଶ୍ୱାସ କରାଯାଏ ଯେ ଘରେ ରୂପା ମୂର୍ତ୍ତି ରଖିବା ଦ୍ୱାରା ଘରୁ ନକାରାତ୍ମକତା ଦୂର ହୋଇଥାଏ । ଏହାବ୍ୟତୀତ ବ୍ୟକ୍ତିଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିନଥାଏ । ବାସ୍ତୁଶାସ୍ତ୍ରୀଙ୍କ ଅନୁଯାୟୀ ଘରେ ରୂପାରେ ତିଆରି ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି ରଖିବା ଦ୍ୱାରା ସମସ୍ତ ଆର୍ଥିକ ଅସୁବିଧା ଦୂର ହୋଇଥାଏ । ଏହା ବ୍ୟତୀତ ଆର୍ଥିକ ଲାଭର ସମ୍ଭାବନା ଉପୁଜିଥାଏ ।ଘରେ ରୂପା ନିର୍ମିତ ଲକ୍ଷ୍ମୀ ମା’ଙ୍କ ମୂର୍ତ୍ତି ରଖିବା ଦ୍ବାରା ବୈବାହିକ ଜୀବନରେ ଆସୁଥିବା ସମସ୍ୟା ଦୂର ହୋଇଯାଏ । ଏମିତିକି ଆର୍ଥିକ ଲାଭ ହୋଇଥାଏ । ମା ଲକ୍ଷ୍ମୀଙ୍କ ରୂପା ମୂର୍ତ୍ତି ଘର କିମ୍ବା ଦୋକାନର ଦକ୍ଷିଣ-ପୂର୍ବ ଦିଗରେ ରଖିବା ଉଚିତ୍ । ଏହା ବ୍ୟବସାୟରେ ଅଗ୍ରଗତି ଆଣିଥାଏ । ରୂପାରେ ନିର୍ମିତ ମା’ ଲକ୍ଷ୍ମୀଙ୍କ ମୂର୍ତ୍ତିକୁ ଟଙ୍କା ରଖିବା ସ୍ଥାନରେ ରଖିପାରିବେ । ଏପରି କରିବା ଦ୍ବାରା କେବେବି ଟଙ୍କା ଖାଲି ହୋଇନଥାଏ । ଏହାବ୍ୟତୀତ ଘରେ ସୁଖ ଏବଂ ସମୃଦ୍ଧତା ବୃଦ୍ଧି ପାଇଥାଏ ।
ନୂଆଦିଲ୍ଲୀ ୦୧।୧୨: ରୁପା । ପିନ୍ଧିଲେ କେବଳ ଭଲ ହୋଇଥାଏ ତା ନୁହେଁ, ଘରେ ଚାନ୍ଦିର ମୂର୍ତ୍ତି ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ରୂପାର ଅନେକ ଧାର୍ମିକ ଏବଂ ବୈଜ୍ଞାନିକ ଲାଭ ରହିଛି । ଏହାବ୍ୟତୀତ ବାସ୍ତୁଶାସ୍ତ୍ରୀ ଅନୁଯାୟୀ ରୂପାର ଏପରି କିଛି ଜିନିଷ ରହିଛି, ଯାହାକୁ ଘରେ ରଖିବା ଅତ୍ୟନ୍ତ ଶୁଭ ଏବଂ ଲାଭଦାୟକ ବୋଲି ବିବେଚନା କରାଯାଏ ।
ବିଶ୍ୱାସ କରାଯାଏ ଯେ ଘରେ ରୂପା ମୂର୍ତ୍ତି ରଖିବା ଦ୍ୱାରା ଘରୁ ନକାରାତ୍ମକତା ଦୂର ହୋଇଥାଏ । ଏହାବ୍ୟତୀତ ବ୍ୟକ୍ତିଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିନଥାଏ । ବାସ୍ତୁଶାସ୍ତ୍ରୀଙ୍କ ଅନୁଯାୟୀ ଘରେ ରୂପାରେ ତିଆରି ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି ରଖିବା ଦ୍ୱାରା ସମସ୍ତ ଆର୍ଥିକ ଅସୁବିଧା ଦୂର ହୋଇଥାଏ । ଏହା ବ୍ୟତୀତ ଆର୍ଥିକ ଲାଭର ସମ୍ଭାବନା ଉପୁଜିଥାଏ ।
ଘରେ ରୂପା ନିର୍ମିତ ଲକ୍ଷ୍ମୀ ମା’ଙ୍କ ମୂର୍ତ୍ତି ରଖିବା ଦ୍ବାରା ବୈବାହିକ ଜୀବନରେ ଆସୁଥିବା ସମସ୍ୟା ଦୂର ହୋଇଯାଏ । ଏମିତିକି ଆର୍ଥିକ ଲାଭ ହୋଇଥାଏ । ମା ଲକ୍ଷ୍ମୀଙ୍କ ରୂପା ମୂର୍ତ୍ତି ଘର କିମ୍ବା ଦୋକାନର ଦକ୍ଷିଣ-ପୂର୍ବ ଦିଗରେ ରଖିବା ଉଚିତ୍ ।
ଏହା ବ୍ୟବସାୟରେ ଅଗ୍ରଗତି ଆଣିଥାଏ । ରୂପାରେ ନିର୍ମିତ ମା’ ଲକ୍ଷ୍ମୀଙ୍କ ମୂର୍ତ୍ତିକୁ ଟଙ୍କା ରଖିବା ସ୍ଥାନରେ ରଖିପାରିବେ । ଏପରି କରିବା ଦ୍ବାରା କେବେବି ଟଙ୍କା ଖାଲି ହୋଇନଥାଏ । ଏହାବ୍ୟତୀତ ଘରେ ସୁଖ ଏବଂ ସମୃଦ୍ଧତା ବୃଦ୍ଧି ପାଇଥାଏ ।