ଚଞ୍ଚଳ ମନ ଫାଇଦା ଦେଇଥାଏ

ସବୁବେଳେ ବଡ ଲୋକମାନେ ବ୍ୟାୟାମ କରିବା ସମୟରେ ବେଶ୍‌ ସିରିଏସ୍‌ ରହି ଏହାକୁ କରିଥାଆନ୍ତି । ସେମାନେ ଚୁପଚାପ ଶାନ୍ତଭାବେ ୱାର୍କଆଉଟ୍‌ କରିଥାଆନ୍ତି, ହେଲେ ଏହି ସମୟରେ ମନକୁ ଛୋଟ ପିଲାଙ୍କ ଭଳି ଚଞ୍ଚଳ ରଖିବାର ଆବଶ୍ୟକତା ରହିଛି । ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ୱାର୍କଆଉଟ୍‌ କରିବା ସମୟରେ ମନ ଚଞ୍ଚଳ ବା ଆକଫିଭ ରହିଲେ ଏହାର ଭଲ ପ୍ରଭାବ ଆମର ମାନସିକ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ପିଲାମାନେ ଯେତେବେଳେ ୱାର୍କଆଉଟ୍‌ […]

ଚଞ୍ଚଳ ମନ ଫାଇଦା ଦେଇଥାଏ
ଚଞ୍ଚଳ ମନ ଫାଇଦା ଦେଇଥାଏ

ସବୁବେଳେ ବଡ ଲୋକମାନେ ବ୍ୟାୟାମ କରିବା ସମୟରେ ବେଶ୍‌ ସିରିଏସ୍‌ ରହି ଏହାକୁ କରିଥାଆନ୍ତି । ସେମାନେ ଚୁପଚାପ ଶାନ୍ତଭାବେ ୱାର୍କଆଉଟ୍‌ କରିଥାଆନ୍ତି, ହେଲେ ଏହି ସମୟରେ ମନକୁ ଛୋଟ ପିଲାଙ୍କ ଭଳି ଚଞ୍ଚଳ ରଖିବାର ଆବଶ୍ୟକତା ରହିଛି । ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ୱାର୍କଆଉଟ୍‌ କରିବା ସମୟରେ ମନ ଚଞ୍ଚଳ ବା ଆକଫିଭ ରହିଲେ ଏହାର ଭଲ ପ୍ରଭାବ ଆମର ମାନସିକ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ପିଲାମାନେ ଯେତେବେଳେ ୱାର୍କଆଉଟ୍‌ କରନ୍ତି ସେ ସମୟରେ କେବେ ହେଲେ ବି ସେମାନେ କୌଣସି କଥା ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ସେହିଭଳି ଆମକୁ ୱାର୍କଆଉଟ୍‌ କରିବା ସମୟରେ କୌଣସି କଥା ପ୍ରତି ଧ୍ୟାନ ନଦେଇ ଖୁସି ମନରେ ଏହାକୁ କରିବାର ଅଛି, ଯାହା ଫଳରେ ଏହାର ଭଲ ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ପଡିବ । ତେଣୁ ଯେତେବେଳେ ବି ୱାର୍କଆଉଟ୍‌ କରୁଛନ୍ତି ସେତେବେଳେ ଗମ୍ଭୀର ରୁହନ୍ତୁ ନାହିଁ । ଖୁସି ମନରେ ଏହାକୁ କରନ୍ତୁ ଦେଖିବେ ଅନେକ ଫାଇଦା ପାଇବେ ।