ଚତୁର୍ଥ ପର୍ଯ୍ୟାୟ ମତଦାନ; ଦିନ ୧ଟା ସୁଦ୍ଧା ୩୯.୬୮ ପ୍ରତିଶତ ଭୋଟିଂ

ନୂଆଦିଲ୍ଲୀ: ଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦନ ଜାରି ରହିଛି । କାଁ ଭାଁ ହିଂସା ଛାଡ଼ି ଦେଲେ ସବୁଠି ସୁରୁଖୁରୁରେ ଭୋଟିଂ ଜାରି ରହିଛି । ୯ ଲୋକସଭା ଓ ୧ କେନ୍ଦ୍ର ଶାସିତ ଅଞ୍ଚଳରେ ୯୬ ପ୍ରାର୍ଥୀଙ୍କ ଚାଲିଛି ଭାଗ୍ୟ ପରୀକ୍ଷା । ନିର୍ବାଚନ ଆୟୋଗଙ୍କ ରିପୋର୍ଟ ମୁତାବକ, ଦିନ ଗୋଟାଏ ସୁଦ୍ଧା ଦେଶରେ ୩୯.୬୮ ପ୍ରତିଶତ ମତଦାନ ହୋଇଛି । ସେହିପରି ପଶ୍ଚିମବଙ୍ଗରେ ସର୍ବାଧିକ ୫୧.୮୭ ପ୍ରତିଶତ ଭୋଟ୍ ହୋଇଛି ।  ଚତୁର୍ଥ ଚରଣରେ ଦିନ ୧ଟା ସୁଦ୍ଧା ୩୯.୬୮ପ୍ରତିଶତ ଭୋଟିଂ ହୋଇଛି । ପଶ୍ଚିମବଙ୍ଗରେ ସର୍ବାଧିକ ୫୧.୮୭ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଆନ୍ଧ୍ର ପ୍ରଦେଶରେ ୪୦.୨୬% ମତଦାନ, ବିହାର ୩୪.୪୪%, ଝାଡ଼ଖଣ୍ଡରେ ୪୩.୮୦%, ମଧ୍ୟପ୍ରଦେଶରେ ୪୮.୫୨%, ଉତ୍ତର ପ୍ରଦେଶରେ ୩୯.୬୮%, ଓଡ଼ିଶାରେ ୩୯.୩୦%, ମହାରାଷ୍ଟ୍ରରେ ୩୦.୮୫% ଏବଂ ଜାମ୍ମୁ-କାଶ୍ମୀରରେ ସର୍ବନିମ୍ନ ୨୩. ୫୭% ମତଦାନ ହୋଇଛି । 

ଚତୁର୍ଥ ପର୍ଯ୍ୟାୟ ମତଦାନ; ଦିନ ୧ଟା ସୁଦ୍ଧା ୩୯.୬୮ ପ୍ରତିଶତ ଭୋଟିଂ

ନୂଆଦିଲ୍ଲୀ: ଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦନ ଜାରି ରହିଛି । କାଁ ଭାଁ ହିଂସା ଛାଡ଼ି ଦେଲେ ସବୁଠି ସୁରୁଖୁରୁରେ ଭୋଟିଂ ଜାରି ରହିଛି । ୯ ଲୋକସଭା ଓ ୧ କେନ୍ଦ୍ର ଶାସିତ ଅଞ୍ଚଳରେ ୯୬ ପ୍ରାର୍ଥୀଙ୍କ ଚାଲିଛି ଭାଗ୍ୟ ପରୀକ୍ଷା । ନିର୍ବାଚନ ଆୟୋଗଙ୍କ ରିପୋର୍ଟ ମୁତାବକ, ଦିନ ଗୋଟାଏ ସୁଦ୍ଧା ଦେଶରେ ୩୯.୬୮ ପ୍ରତିଶତ ମତଦାନ ହୋଇଛି । ସେହିପରି ପଶ୍ଚିମବଙ୍ଗରେ ସର୍ବାଧିକ ୫୧.୮୭ ପ୍ରତିଶତ ଭୋଟ୍ ହୋଇଛି ।  

ଚତୁର୍ଥ ଚରଣରେ ଦିନ ୧ଟା ସୁଦ୍ଧା ୩୯.୬୮ପ୍ରତିଶତ ଭୋଟିଂ ହୋଇଛି । ପଶ୍ଚିମବଙ୍ଗରେ ସର୍ବାଧିକ ୫୧.୮୭ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଆନ୍ଧ୍ର ପ୍ରଦେଶରେ ୪୦.୨୬% ମତଦାନ, ବିହାର ୩୪.୪୪%, ଝାଡ଼ଖଣ୍ଡରେ ୪୩.୮୦%, ମଧ୍ୟପ୍ରଦେଶରେ ୪୮.୫୨%, ଉତ୍ତର ପ୍ରଦେଶରେ ୩୯.୬୮%, ଓଡ଼ିଶାରେ ୩୯.୩୦%, ମହାରାଷ୍ଟ୍ରରେ ୩୦.୮୫% ଏବଂ ଜାମ୍ମୁ-କାଶ୍ମୀରରେ ସର୍ବନିମ୍ନ ୨୩. ୫୭% ମତଦାନ ହୋଇଛି ।