ଚନ୍ଦନ ଯାତ୍ରାରେ ବାଣ ମନା

ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ ଶେଷ। ଚଳିତବର୍ଷର ଚନ୍ଦନଯାତ୍ରା ନୀତିନିର୍ଘଣ୍ଟ ଚୂଡାନ୍ତ। ଚଳିତବର୍ଷ ଚନ୍ଦନଯାତ୍ରା ନୀତିନିର୍ଘଣ୍ଟକୁ ଛତିଶାନିଯୋଗ ଅନୁମୋଦନ କରିଛି। ଗତବର୍ଷ ବାହାର ଚନ୍ଦନଯାତ୍ରାରେ ବାଣ ଵିଷ୍ପୋରଣରେ ମୃତ୍ୟୁ ପାଇଁ ଚଳିତବର୍ଷ ବାଣ ଫୁଟାରେ ଲାଗିଛି ରୋକ୍।

ଚନ୍ଦନ ଯାତ୍ରାରେ ବାଣ ମନା
Array