ବ୍ଲକ ରେ ଆରମ୍ଭ ହେଲା ଡ୍ରେସ୍ କୋଡ଼।
ହାଟଡିହି ବ୍ଲକ ରେ ଥିବା ବିଭିନ୍ନ କର୍ମଚାରୀ ମାନଙ୍କ ପାଇଁ ଡ୍ରେସ୍ କୋଡ଼ ଲାଗୁ ହେଲା। ଯାହାକୁ ହାଟଡିହି ମଣ୍ଡଳ ଉନ୍ନୟନ ଅଧିକାରୀ ସୌମ୍ୟା ଶ୍ରୀ ପାଣିଗ୍ରାହୀ ଙ୍କ ଦ୍ଵାରା ନିର୍ମିତ କରାଯାଇଥିଲା । ଏଥିରେ ହାଟଡିହି ବ୍ଲକ ରେ କାର୍ଯ୍ୟରତ ସମସ୍ତ ପିଇଓ, ଯନ୍ତ୍ରୀ, କମ୍ପ୍ୟୁଟର, ସାଧାରଣ ବଣ୍ଟନ ବିଭାଗ, ଭତା, ମନରେଗା, ଜଳଯୋଗାଣ, ଶିଶୁ କଲ୍ୟାଣ ବିଭାଗ, ମିଶନ ଶକ୍ତି ବିଭାଗ ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଙ୍କ ପାଇଁ ଡ୍ରେସ୍ କୋଡ଼ କରାଯାଇଥିଲା। […] The post ବ୍ଲକ ରେ ଆରମ୍ଭ ହେଲା ଡ୍ରେସ୍ କୋଡ଼। appeared first on Odisha.News.

ହାଟଡିହି ବ୍ଲକ ରେ ଥିବା ବିଭିନ୍ନ କର୍ମଚାରୀ ମାନଙ୍କ ପାଇଁ ଡ୍ରେସ୍ କୋଡ଼ ଲାଗୁ ହେଲା। ଯାହାକୁ ହାଟଡିହି ମଣ୍ଡଳ ଉନ୍ନୟନ ଅଧିକାରୀ ସୌମ୍ୟା ଶ୍ରୀ ପାଣିଗ୍ରାହୀ ଙ୍କ ଦ୍ଵାରା ନିର୍ମିତ କରାଯାଇଥିଲା । ଏଥିରେ ହାଟଡିହି ବ୍ଲକ ରେ କାର୍ଯ୍ୟରତ ସମସ୍ତ ପିଇଓ, ଯନ୍ତ୍ରୀ, କମ୍ପ୍ୟୁଟର, ସାଧାରଣ ବଣ୍ଟନ ବିଭାଗ, ଭତା, ମନରେଗା, ଜଳଯୋଗାଣ, ଶିଶୁ କଲ୍ୟାଣ ବିଭାଗ, ମିଶନ ଶକ୍ତି ବିଭାଗ ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଙ୍କ ପାଇଁ ଡ୍ରେସ୍ କୋଡ଼ କରାଯାଇଥିଲା। ଯାହାକି ଦେଖିବାକୁ ଖୁବ୍ ସୁନ୍ଦର ରହିଥିବା ବେଳେ ପିନ୍ଧିବାକୁ ହାଲକା ରହିଛି ବୋଲି କର୍ମଚାରୀ ମାନେ ମତ ପ୍ରକାଶ କରିଛନ୍ତି। ଏହି ପରି ସୁଧତା ପାଇଁ କର୍ମଚାରୀ ମାନେ ବେଶ୍ ଖୁସି ଥିବା ବେଳେ ଆଗାମୀ ଦିନରେ ଭଲ କାର୍ଯ୍ୟ କରୁଥବା କର୍ମଚାରୀ ମାନଙ୍କୁ ସମ୍ମାନିତ କରାଯିବାର ବ୍ୟବସ୍ଥା କରାଯିବ। ଏହା ସହ ବ୍ଲକ ରେ ଏକ ସ୍ମାର୍ଟ ଏଲିଡି, ଆଗକୁ ଗରମ ଦିନ ଆସୁଥିବାରୁ ଥଣ୍ଡା ପାଣି ସାଧାରଣ ଲୋକଙ୍କ ପାଇଁ ରେଷ୍ଟ ଗୃହ ଅତି ଶୀଘ୍ର ଲୋକଙ୍କ ସେବାରେ କରାଯିବ ବୋଲି ବ୍ଲକ ପକ୍ଷରୁ ଯୋଜନା ରହିଛି। ଯାହାକୁ ସାଧାରଣ ଲୋକେ ଶୁଣି ବେଶ୍ ଖୁସି ଅନୁଭବ କରିଛନ୍ତି।
The post ବ୍ଲକ ରେ ଆରମ୍ଭ ହେଲା ଡ୍ରେସ୍ କୋଡ଼। appeared first on Odisha.News.