ଚର୍ଚ୍ଚାରେ ପୁଣି ଦାମୀ ମର୍ସିଡିଜ୍‌ କାର୍‌, ଛକ ଛକରେ ହୋଇଛି ଛିଡା

ଭୁବନେଶ୍ୱର ୧୮।୦୫ : ଚର୍ଚ୍ଚାରେ ପୁଣି ଦାମୀ ମର୍ସିଡିଜ୍‌ କାର୍‌ । ନିର୍ବାଚନ ସମୟରେ ଘୁରି ବୁଲୁଛୁ ଅନେକ ସନ୍ଦେନଜନକ ଗାଡି । ଯେଉଁଥିରେ ନମ୍ବର ପ୍ଲେଟ ନାହିଁ ତ ଆଉ ଗାଡିରେ ଲାଗିଛି ଫ୍ୟାନ୍ସି ନମ୍ବର । ଯାହାକୁ ନେଇ ଆକ୍ସନକୁ ଆସିଛି କମିଶନରେଟ ପୋଲିସ । ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ୍‌ । ଧରା ହୋଇଛି ନମ୍ବର ନଥିବା ଦାମୀ ମର୍ସିଡିଜ୍‌ କାର୍‌ । ଗାଡିକୁ ଜବତ କରି ଟ୍ରାଫିକ ଥାନାରେ ରଖାଯାଇଛି । 