ଚର୍ଚ୍ଚିତ ‘ବଦୋ ବଦି’ ଗୀତକୁ ଡିଲିଟ୍ କରିଦେଲା ୟୁଟ୍ୟୁବ୍
ବମ୍ବେ: ଗତ ମାସରେ ସୋସିଆଲ ମିଡିଆରେ ଏକ ଗୀତ ବେଶ ଭାଇରାଲ ହୋଇଥିଲା। ଏବେ ତାକୁ ଡିଲିଟ୍ କରିଦିଆଯାଇଛି। ପାକିସ୍ତାନର ସୋସିଆଲ ମିଡିଆ ସେନ୍ସେଶନ ଚାହତ ଫତେ ଅଲି ଖାନ୍ ନିଜ ଗୀତ ‘ବଦୋ ବଦି’କୁ ନେଇ ବେଶ ଚର୍ଚ୍ଚାରେ ଥିଲେ। ଏହାକୁ ୧୨୮ ମିଲିୟନ ଲୋକେ ଦେଖିଥିଲେ। ହେଲେ ଏବେ ୟୁଟ୍ୟୁବ ଏହି ଗୀତକୁ ଡିଲିଟ୍ କରିଦେଇଛି। ହେଲେ କ’ଣ ପାଇଁ କମ୍ପାନୀ ଏଭଳି କାର୍ଯ୍ୟାନୁଷ୍ଠାନ ନେଲା ତାକୁ ନେଇ ଲୋକେ ଚିନ୍ତାରେ ପଡ଼ିଛନ୍ତି। ସୂଚନା […] The post ଚର୍ଚ୍ଚିତ ‘ବଦୋ ବଦି’ ଗୀତକୁ ଡିଲିଟ୍ କରିଦେଲା ୟୁଟ୍ୟୁବ୍ appeared first on Dharitri Odia News.
ବମ୍ବେ: ଗତ ମାସରେ ସୋସିଆଲ ମିଡିଆରେ ଏକ ଗୀତ ବେଶ ଭାଇରାଲ ହୋଇଥିଲା। ଏବେ ତାକୁ ଡିଲିଟ୍ କରିଦିଆଯାଇଛି। ପାକିସ୍ତାନର ସୋସିଆଲ ମିଡିଆ ସେନ୍ସେଶନ ଚାହତ ଫତେ ଅଲି ଖାନ୍ ନିଜ ଗୀତ ‘ବଦୋ ବଦି’କୁ ନେଇ ବେଶ ଚର୍ଚ୍ଚାରେ ଥିଲେ। ଏହାକୁ ୧୨୮ ମିଲିୟନ ଲୋକେ ଦେଖିଥିଲେ। ହେଲେ ଏବେ ୟୁଟ୍ୟୁବ ଏହି ଗୀତକୁ ଡିଲିଟ୍ କରିଦେଇଛି। ହେଲେ କ’ଣ ପାଇଁ କମ୍ପାନୀ ଏଭଳି କାର୍ଯ୍ୟାନୁଷ୍ଠାନ ନେଲା ତାକୁ ନେଇ ଲୋକେ ଚିନ୍ତାରେ ପଡ଼ିଛନ୍ତି।
ସୂଚନା ଅନୁଯାୟୀ, ଚାହତ ଫତେ ଅଲୀ ଖାନ୍ଙ୍କ ଏହି ଗୀତ କପି ରାଇଟ୍ସ ଯୋଗୁ ୟୁଟ୍ୟୁବ୍ରୁ ହଟାଇ ଦିଆଯାଇଛି। ୧୯୭୩ରେ ‘ବନାରସୀ ଠଗ୍’ ଫିଲ୍ମ ପାଇଁ ନୁରଜହାଁ ଅରିଜିନାଲ ‘ବଦୋ ବାଦି’ ଗୀତ ଗାଇଥିଲେ। ତେବେ ଏହି ଗୀତ କେବଳ ପାକିସ୍ତାନ ନୁହେଁ ଭାରତ, ବାଲାଂଦେଶ ସମେତ ପୁରା ଦକ୍ଷିଣ ଏସିଆରେ ଭାଇରାଲ ହୋଇଥିଲା।
The post ଚର୍ଚ୍ଚିତ ‘ବଦୋ ବଦି’ ଗୀତକୁ ଡିଲିଟ୍ କରିଦେଲା ୟୁଟ୍ୟୁବ୍ appeared first on Dharitri Odia News.