ଚଳନ୍ତା ମୋ ବସ୍ରେ ଲାଗିଲା ନିଆଁ, ଗାଡିରେ ନଥିଲେ କୌଣସି ଯାତ୍ରୀ
କଟକ ୨୮/୦୬: ଚଳନ୍ତା ମୋ ବସ୍ରେ ଲାଗିଲା ନିଆଁ । ମୋ ବସ୍ରେ ଲାଗିଲା ନିଆଁ। କଟକ ସିଡିଏ ସେକ୍ଟର ୯ ଅଞ୍ଚଳରେ ଘଟିଛି ଏହି ଘଟଣା। ଗାଡ଼ିରେ କୌଣସି ଯାତ୍ରୀ ନଥିବା ସୂଚନା। ବସ୍ ଟି ସଂପୂର୍ଣ୍ଣ ପୋଡି ଯାଇଥିବା ସୂଚନା । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସୂଚନା ଥାଉକି, ଗାଡିଟି ଛିଡା ହୋଇଥିବାବେଳେ କୌମସି କାରଣରୁ ଲାଗିଥିଲା ନିଆଁ । ତେବେ ଏଥିରେ କୌଣସି ଯାତ୍ରୀ ନଥିଲେ ।
କଟକ ୨୮/୦୬: ଚଳନ୍ତା ମୋ ବସ୍ରେ ଲାଗିଲା ନିଆଁ । ମୋ ବସ୍ରେ ଲାଗିଲା ନିଆଁ। କଟକ ସିଡିଏ ସେକ୍ଟର ୯ ଅଞ୍ଚଳରେ ଘଟିଛି ଏହି ଘଟଣା। ଗାଡ଼ିରେ କୌଣସି ଯାତ୍ରୀ ନଥିବା ସୂଚନା। ବସ୍ ଟି ସଂପୂର୍ଣ୍ଣ ପୋଡି ଯାଇଥିବା ସୂଚନା । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ସୂଚନା ଥାଉକି, ଗାଡିଟି ଛିଡା ହୋଇଥିବାବେଳେ କୌମସି କାରଣରୁ ଲାଗିଥିଲା ନିଆଁ । ତେବେ ଏଥିରେ କୌଣସି ଯାତ୍ରୀ ନଥିଲେ ।