ଚଳନ୍ତା ହାଇୱାରେ ଲାଗିଲା ନିଆଁ, ଜଳିଗଲା ସମ୍ପୂର୍ଣ୍ଣ ଗାଡ଼ି
ନାରାୟଣପାଟଣା ୩୧।୧୦: ଚଳନ୍ତା ହାଇୱାରେ ଲାଗିଲା ନିଆଁ । ନିଆଁ ଲାଗି ଗାଡି ଜଳିଗଲା I ଘଟଣାଟି ଘଟିଛି ନାରାୟଣପାଟଣା ବ୍ଲକ୍ର ତେନ୍ତୁଳିପଦର ପଞ୍ଚାୟତର ବୁଢାପଣସ ନିକଟରେ I ସେମିଳିଗୁଡାରୁ କୁତୁଡ଼ି ରାସ୍ତା କାମ ପାଇଁ ମେଟାଲ ଧରି ଯାଉଥିବା ବେଳେ ଏଭଳି ଘଟଣା ଘଟିଛି I ଗାଡିଚାଳକ ସନ୍ତୋଷ କୁମାର ସେଠୀ ଓ ସହଯୋଗୀ ସୁରକ୍ଷିତ ଥିବା ଜଣାପଡ଼ିଛି ।You Can Read:କୋଲାବ୍ ଜଳଭଣ୍ଡାରକୁ ଡେଇଁଲେ ମହିଳା, ବ୍ରିଜ୍ ଉପରୁ ମିଳିଲା ମୋବାଇଲ୍
ନାରାୟଣପାଟଣା ୩୧।୧୦: ଚଳନ୍ତା ହାଇୱାରେ ଲାଗିଲା ନିଆଁ । ନିଆଁ ଲାଗି ଗାଡି ଜଳିଗଲା I ଘଟଣାଟି ଘଟିଛି ନାରାୟଣପାଟଣା ବ୍ଲକ୍ର ତେନ୍ତୁଳିପଦର ପଞ୍ଚାୟତର ବୁଢାପଣସ ନିକଟରେ I ସେମିଳିଗୁଡାରୁ କୁତୁଡ଼ି ରାସ୍ତା କାମ ପାଇଁ ମେଟାଲ ଧରି ଯାଉଥିବା ବେଳେ ଏଭଳି ଘଟଣା ଘଟିଛି I ଗାଡିଚାଳକ ସନ୍ତୋଷ କୁମାର ସେଠୀ ଓ ସହଯୋଗୀ ସୁରକ୍ଷିତ ଥିବା ଜଣାପଡ଼ିଛି ।
You Can Read: