ଚା’ ତିଆରି କଲେ ମମତା ବାନାର୍ଜୀ, ନିଜେ ପିଇଲେ ଅନ୍ୟମାନଙ୍କୁ ପିଆଇଲେ

ଭିନ୍ନ ଅନ୍ଦାଜରେ ଦିଦି । ଚା’ ବଗିଚାରେ ମମତା ବାନାର୍ଜୀ । ଜଲପାଇଗୁଡ଼ି ଚା’ ବଗିଚାରେ ଆଜି ଅଚାନକ ପହଞ୍ଚିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଚା’ ବିଗଚା ଶ୍ରମିକଙ୍କ ସହ କଥା ହୋଇଥିଲେ । ତାଙ୍କ ସାଙ୍ଗରେ ମିଶି ଚା’ ପତ୍ର ତୋଳିଥିଲେ । ଜଲପାଇଗୁଡ଼ିରେ ତାଙ୍କୁ ଏକ ଚା’ ଦୋକାନରେ ବି ଦେଖିବାକୁ ମିଳିଛି । ନିଜ ହାତରେ ଚା ତିଆରି କରିଥିଲେ । ନିଜେ ପିଇବା ସହ ଅନ୍ୟକୁ ପରଷି ଦେଇଥିଲେ । #WATCH […] The post ଚା’ ତିଆରି କଲେ ମମତା ବାନାର୍ଜୀ, ନିଜେ ପିଇଲେ ଅନ୍ୟମାନଙ୍କୁ ପିଆଇଲେ appeared first on KNews Odisha.

ଚା’ ତିଆରି କଲେ ମମତା ବାନାର୍ଜୀ, ନିଜେ ପିଇଲେ ଅନ୍ୟମାନଙ୍କୁ ପିଆଇଲେ

ଭିନ୍ନ ଅନ୍ଦାଜରେ ଦିଦି । ଚା’ ବଗିଚାରେ ମମତା ବାନାର୍ଜୀ । ଜଲପାଇଗୁଡ଼ି ଚା’ ବଗିଚାରେ ଆଜି ଅଚାନକ ପହଞ୍ଚିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଚା’ ବିଗଚା ଶ୍ରମିକଙ୍କ ସହ କଥା ହୋଇଥିଲେ । ତାଙ୍କ ସାଙ୍ଗରେ ମିଶି ଚା’ ପତ୍ର ତୋଳିଥିଲେ । ଜଲପାଇଗୁଡ଼ିରେ ତାଙ୍କୁ ଏକ ଚା’ ଦୋକାନରେ ବି ଦେଖିବାକୁ ମିଳିଛି । ନିଜ ହାତରେ ଚା ତିଆରି କରିଥିଲେ । ନିଜେ ପିଇବା ସହ ଅନ୍ୟକୁ ପରଷି ଦେଇଥିଲେ ।

ତେବେ ଦିଦିଙ୍କ ପାଇଁ ଏହା ନୂଆ ନୁହେଁ । ପୂର୍ବରୁ ଅନେକ ଥର ତାଙ୍କୁ ଟି ଷ୍ଟଲରେ ଦେଖିବାକୁ ମିଳିଛି । ନିର୍ବାଚନ ପ୍ରଚାରରେ ଗଲାବେଳେ ବାଟରେ କେଉଁଠି ନା କେଉଁଠି ଟି ଷ୍ଟଲକୁ ଚାଲିଯାଇଥାନ୍ତି ମମତା ବାନାର୍ଜୀ । ହାତରେ ଚା’ ତିଆରି କରି ନିଜେ ପିଇବା ସହ ଗ୍ରାହକଙ୍କୁ ବି ପରଷି ଦେଇଥାନ୍ତି ।

ଦେଶର ସମସ୍ତ ରାଜ ନୈତିକ ଦଳ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛନ୍ତି । ଜନସାଧାରଣଙ୍କ ନିକଟରେ ପହଞ୍ଚିବାକୁ ସମସ୍ତେ କଠିନ ଚେଷ୍ଟା କରୁଛନ୍ତି । ଏହି ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତ୍ରିନାଥ କଂଗ୍ରେସ ସଭାପତି ମମତା ବାନାର୍ଜୀ ଜାଲପାଇଗୁରିର ଏକ ସ୍ଥାନୀୟ ଚା ଦୋକାନରେ ଚା ’ପ୍ରସ୍ତୁତ କରି ନିଜେ ପିଇବା ସହ ଅନ୍ୟକୁ ପିଆଇବାର ଦୃଶ୍ୟ ଦେଖିବାକୁ ମିଳିଥିଲା।

The post ଚା’ ତିଆରି କଲେ ମମତା ବାନାର୍ଜୀ, ନିଜେ ପିଇଲେ ଅନ୍ୟମାନଙ୍କୁ ପିଆଇଲେ appeared first on KNews Odisha.