ଚାକିରିରୁ କାଢ଼ି ଦେବାରୁ ବିଷ ପିଇଦେଲେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର । ଗୁରୁତର ଅବସ୍ଥାରେ କଟକ ଏସସିବିରେ ଭର୍ତ୍ତି

କନକ ବ୍ୟୁରୋ : ଚାକିରିରୁ କାଢ଼ିଦେଲେ ବୋଲି ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଆତ୍ମହତ୍ୟା ଉଦ୍ୟମ । ସାମ୍ନାକୁ ଆସିଲା ଆମ୍ବୁଲାନ୍ସ କର୍ମଚାରୀଙ୍କ ଆତ୍ମହତ୍ୟା ବେଳର ଲାଇଭ ଭିଡ଼ିଓ । ୧୦୮ କର୍ମଚାରୀ ବିଶ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଚାକିରିରୁ କାଢି ଦେଇଥିଲେ ବୋଲି ଆତ୍ମହତ୍ୟା ଉଦ୍ୟମ କରୁଥିବା ଭିଡିଓରେ କହିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସିବିରେ ଭର୍ତ୍ତି ହୋଇଛନ୍ତି । ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଆତ୍ମହତ୍ୟା ଉଦ୍ୟମ କରିଥିବା ଡ୍ରାଇଭର ଜଣଙ୍କ ହେଉଛନ୍ତି ବିଜୟ କୁମାର ପ୍ରଧାନ । ସେ ଆଠଗଡ଼ ଅଞ୍ଚଳରେ ଥିବା ୧୦୮ ଆମ୍ବୁଲାନ୍ସରେ ଡ୍ୟୁଟି କରୁଥିଲେ । 

ଚାକିରିରୁ କାଢ଼ି ଦେବାରୁ ବିଷ ପିଇଦେଲେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ।  ଗୁରୁତର ଅବସ୍ଥାରେ କଟକ ଏସସିବିରେ ଭର୍ତ୍ତି

କନକ ବ୍ୟୁରୋ : ଚାକିରିରୁ କାଢ଼ିଦେଲେ ବୋଲି ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଆତ୍ମହତ୍ୟା ଉଦ୍ୟମ । ସାମ୍ନାକୁ ଆସିଲା ଆମ୍ବୁଲାନ୍ସ କର୍ମଚାରୀଙ୍କ ଆତ୍ମହତ୍ୟା ବେଳର ଲାଇଭ ଭିଡ଼ିଓ । ୧୦୮ କର୍ମଚାରୀ ବିଶ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଚାକିରିରୁ କାଢି ଦେଇଥିଲେ ବୋଲି ଆତ୍ମହତ୍ୟା ଉଦ୍ୟମ କରୁଥିବା ଭିଡିଓରେ କହିଛନ୍ତି ।

ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସିବିରେ ଭର୍ତ୍ତି ହୋଇଛନ୍ତି । ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଆତ୍ମହତ୍ୟା ଉଦ୍ୟମ କରିଥିବା ଡ୍ରାଇଭର ଜଣଙ୍କ ହେଉଛନ୍ତି ବିଜୟ କୁମାର ପ୍ରଧାନ । ସେ ଆଠଗଡ଼ ଅଞ୍ଚଳରେ ଥିବା ୧୦୮ ଆମ୍ବୁଲାନ୍ସରେ ଡ୍ୟୁଟି କରୁଥିଲେ ।