ଚାନ୍ଦବାଲିରୁ ହାରିଗଲେ ମନମୋହନ

ଭଦ୍ରକ,୪ା୬- ରାଜ୍ୟରେ ଭାଜପାର ପ୍ରଚଣ୍ଡ ବିଜୟ ସତ୍ତ୍ୱେ ଚାନ୍ଦବାଲିରେ ଦଳକୁ ପରାଜୟର ସ୍ବାଦ ଚାଖିବାକୁୁ ପଡିଛି। ଭାଜପା ପ୍ରାର୍ଥୀ ତଥା ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡି ପ୍ରାର୍ଥୀ ଡ. ବ୍ୟୋମକେଶ ରାୟଙ୍କଠାରୁ ପରାଜିତ ହୋଇଛନ୍ତି। ନିର୍ବାଚନ କମିଶନରଙ୍କ ତଥ୍ୟ ଅନୁସାରେ, ବିଜେଡି ପ୍ରାର୍ଥୀ ଡ. ବ୍ୟୋମକେଶ ୮୩୦୬୩ ଭୋଟ ପାଇଥିବା ବେଳେ ମନମୋହନ ୮୧ ୧୪୭ ଖଣ୍ଡ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଅମିୟ କୁମାର ମହାପାତ୍ର ୨୮୪୮୩ ଖଣ୍ଡ ଭୋଟ ପାଇଛନ୍ତି। The post ଚାନ୍ଦବାଲିରୁ ହାରିଗଲେ ମନମୋହନ appeared first on Dharitri Odia News.

ଚାନ୍ଦବାଲିରୁ ହାରିଗଲେ ମନମୋହନ

ଭଦ୍ରକ,୪ା୬- ରାଜ୍ୟରେ ଭାଜପାର ପ୍ରଚଣ୍ଡ ବିଜୟ ସତ୍ତ୍ୱେ ଚାନ୍ଦବାଲିରେ ଦଳକୁ ପରାଜୟର ସ୍ବାଦ ଚାଖିବାକୁୁ ପଡିଛି। ଭାଜପା ପ୍ରାର୍ଥୀ ତଥା ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡି ପ୍ରାର୍ଥୀ ଡ. ବ୍ୟୋମକେଶ ରାୟଙ୍କଠାରୁ ପରାଜିତ ହୋଇଛନ୍ତି।

ନିର୍ବାଚନ କମିଶନରଙ୍କ ତଥ୍ୟ ଅନୁସାରେ, ବିଜେଡି ପ୍ରାର୍ଥୀ ଡ. ବ୍ୟୋମକେଶ ୮୩୦୬୩ ଭୋଟ ପାଇଥିବା ବେଳେ ମନମୋହନ ୮୧ ୧୪୭ ଖଣ୍ଡ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଅମିୟ କୁମାର ମହାପାତ୍ର ୨୮୪୮୩ ଖଣ୍ଡ ଭୋଟ ପାଇଛନ୍ତି।

The post ଚାନ୍ଦବାଲିରୁ ହାରିଗଲେ ମନମୋହନ appeared first on Dharitri Odia News.