ଚାର୍ଜରେ ବସିଥିବାବେଳେ ବ୍ୟାଟେରି ଗାଡ଼ିରେ ଲାଗିଲା ନିଆଁ, ଜଳିଗଲା ୫ ବାଇକ୍‌

ସୁନ୍ଦରଗଡ଼,୯ା୧୨(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସରକାରୀ କଲେଜ ରୋଡ୍‌ରେ ରବିବାର ରାତିରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ବ୍ୟାଟେରି ଚାଳିତ ସ୍କୁଟି ଚାର୍ଜରେ ବସିଥିବାବେଳେ ଶଟ୍‌ସର୍କିଟ୍‌ରୁ ନିଆଁ ଲାଗିଯାଇଥିଲା। ଫଳରେ ଉକ୍ତ ଗାଡ଼ି ପାଖରେ ଥିବା ଆଉ ୪ ଗାଡ଼ି ଏହିପରି ମୋଟ୍‌ ୫ଟି ଗାଡ଼ି ଜଳିପୋଡ଼ି ଛାରଖାର ହୋଇଯାଇଛି। ଦୁଇଟି ଇଲେକ୍ଟ୍ରି ସ୍କୁଟି, ଦୁଇଟି ବାଇକ୍‌ ଏବଂ ଆଉ ଦୁଇ ସ୍କୁଟି ପୋଡ଼ିଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ […] The post ଚାର୍ଜରେ ବସିଥିବାବେଳେ ବ୍ୟାଟେରି ଗାଡ଼ିରେ ଲାଗିଲା ନିଆଁ, ଜଳିଗଲା ୫ ବାଇକ୍‌ appeared first on Dharitri Odia News.

ଚାର୍ଜରେ ବସିଥିବାବେଳେ ବ୍ୟାଟେରି ଗାଡ଼ିରେ ଲାଗିଲା ନିଆଁ, ଜଳିଗଲା ୫ ବାଇକ୍‌

ସୁନ୍ଦରଗଡ଼,୯ା୧୨(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସରକାରୀ କଲେଜ ରୋଡ୍‌ରେ ରବିବାର ରାତିରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ବ୍ୟାଟେରି ଚାଳିତ ସ୍କୁଟି ଚାର୍ଜରେ ବସିଥିବାବେଳେ ଶଟ୍‌ସର୍କିଟ୍‌ରୁ ନିଆଁ ଲାଗିଯାଇଥିଲା। ଫଳରେ ଉକ୍ତ ଗାଡ଼ି ପାଖରେ ଥିବା ଆଉ ୪ ଗାଡ଼ି ଏହିପରି ମୋଟ୍‌ ୫ଟି ଗାଡ଼ି ଜଳିପୋଡ଼ି ଛାରଖାର ହୋଇଯାଇଛି। ଦୁଇଟି ଇଲେକ୍ଟ୍ରି ସ୍କୁଟି, ଦୁଇଟି ବାଇକ୍‌ ଏବଂ ଆଉ ଦୁଇ ସ୍କୁଟି ପୋଡ଼ିଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଘର ଭିତରେ ଥିବା ୪ବାଇକ୍‌ ପୋଡ଼ି ଯାଇଥିଲା।

The post ଚାର୍ଜରେ ବସିଥିବାବେଳେ ବ୍ୟାଟେରି ଗାଡ଼ିରେ ଲାଗିଲା ନିଆଁ, ଜଳିଗଲା ୫ ବାଇକ୍‌ appeared first on Dharitri Odia News.