ଚାଲୁଥିଲା ମ୍ୟାଚ, ଖେଳାଳିଙ୍କୁ ମାରିଲା ବିଜୁଳି, ଆଉ ତା’ପରେ…ଦେଖନ୍ତୁ ହୃଦୟ ବିଦାରକ ଭିଡିଓ

ଜାକର୍ତ୍ତା,୧୩।୨: ଇଣ୍ଡୋନେସିଆରୁ ଏକ ହୃଦୟ ବିଦାରକ ଖବର ଆସିଛି । ଏକ ଲାଇଭ ମ୍ୟାଚ ସମୟରେ ବଜ୍ରପାତରେ ଖେଳାଳିଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଇଣ୍ଡୋନେସିଆରେ ଏକ ଫ୍ରେଣ୍ଡଲି ଫୁଟବଲ ମ୍ୟାଚ ସମୟରେ ଶନିବାର ଏହି ଘଟଣା ଘଟିଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଆପଣ ଦେଖିପାରିବେ ଯେ ଖରାପ ପାଗରେ ମ୍ୟାଚ ଖେଳାଯାଉଛି ଏବଂ ସମସ୍ତ ଖେଳାଳି ଖେଳ ପ୍ରତି […] The post ଚାଲୁଥିଲା ମ୍ୟାଚ, ଖେଳାଳିଙ୍କୁ ମାରିଲା ବିଜୁଳି, ଆଉ ତା’ପରେ…ଦେଖନ୍ତୁ ହୃଦୟ ବିଦାରକ ଭିଡିଓ appeared first on Dharitri Odia News.

ଚାଲୁଥିଲା ମ୍ୟାଚ, ଖେଳାଳିଙ୍କୁ ମାରିଲା ବିଜୁଳି, ଆଉ ତା’ପରେ…ଦେଖନ୍ତୁ ହୃଦୟ ବିଦାରକ ଭିଡିଓ

ଜାକର୍ତ୍ତା,୧୩।୨: ଇଣ୍ଡୋନେସିଆରୁ ଏକ ହୃଦୟ ବିଦାରକ ଖବର ଆସିଛି । ଏକ ଲାଇଭ ମ୍ୟାଚ ସମୟରେ ବଜ୍ରପାତରେ ଖେଳାଳିଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଇଣ୍ଡୋନେସିଆରେ ଏକ ଫ୍ରେଣ୍ଡଲି ଫୁଟବଲ ମ୍ୟାଚ ସମୟରେ ଶନିବାର ଏହି ଘଟଣା ଘଟିଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଆପଣ ଦେଖିପାରିବେ ଯେ ଖରାପ ପାଗରେ ମ୍ୟାଚ ଖେଳାଯାଉଛି ଏବଂ ସମସ୍ତ ଖେଳାଳି ଖେଳ ପ୍ରତି ଧ୍ୟାନ ଦେଉଛନ୍ତି । ଏହି ସମୟ ମଧ୍ୟରେ ଜଣେ ଖେଳାଳିଙ୍କୁ ବିଜୁଳି ମାରିଛି। ଆଉ ସେ ତଳେ ପଡ଼ିଯାଇଛନ୍ତି।

 

The post ଚାଲୁଥିଲା ମ୍ୟାଚ, ଖେଳାଳିଙ୍କୁ ମାରିଲା ବିଜୁଳି, ଆଉ ତା’ପରେ…ଦେଖନ୍ତୁ ହୃଦୟ ବିଦାରକ ଭିଡିଓ appeared first on Dharitri Odia News.