ଚାଷ କରି ସ୍ୱାମୀ ସ୍ତ୍ରୀ ଲକ୍ଷପତି
କଥାରେ ଅଛି ଚାଷ ଅଛି ଯାହାର କି ଆନନ୍ଦ ତାହାର। ଯାହା ବାସ୍ତବରେ ପରିଣତ ହୋଇଛି। ଚାଷକାମ କରି ରୋଜାଗାର କରିବା ସହ ନିଜ ପାଇଁ ଭଲ ଘରଟିଏ ତେଳାଇଛନ୍ତି ଦମ୍ପତ୍ତି ।