Mental Health in Fear and Anxiety: ଭୟ ଓ ଆତଙ୍କ ଭିତରେ ମାନସିକ ସ୍ୱାସ୍ଥ୍ୟକୁ କିପରି ଦେବେ ସୁରକ୍ଷା ?
'ଡର', ଆଗରୁ ଟିଭିରେ ଦେଖି ଦୂରରେ ଘଟୁଥିବା ଗୋଟେ ଘଟଣା ବିଷୟରେ ଜାଣିବା ହୋଇ ଆଉ ରହିନାହିଁ । ଏହା ଆମର ଘର, ଆମ ମନ, ଶରୀର ଓ ଦୈନନ୍ଦିନ ଜୀବନରେ ଘର କରିସାରିଲାଣି । ସମଗ୍ର ବିଶ୍ୱରେ ହିଂସ୍ରତାର ଯେଉଁ ମହାମାରୀ ବ୍ୟାପିଛି ତାହା ବ୍ୟକ୍ତିଗତ ଜୀବନକୁ ବି ସଂକ୍ରମିତ ହେଲାଣି । ଉତ୍ତେଜନାପୂର୍ଣ୍ଣ ଏପରି ପରିସ୍ଥିତିରେ ଆପଣ କେତେ ପ୍ରଭାବିତ ହୋଇଛନ୍ତି ଏବଂ ସବୁ ଭିତରେ ନିଜର ମାନସିକ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବେ କିପରି ଜାଣିବା ପାଇଁ ପଢନ୍ତୁ ଆଜିର ଅଧ୍ୟାୟ ।