ଚିକିଟି ମଦ ମୃତ୍ୟୁ ଘଟଣା : ଆଉ ଜଣେ ଅଭିଯୁକ୍ତ ଗିରଫ, କେମିତି କରିଥିଲା ଅପମିଶ୍ରଣ ଦେଖାଇଲା ଡେମୋ
ଦିଗପହଣ୍ଡି ୨୪।୮: ଗଞ୍ଜାମ ଜିଲ୍ଲା ଚିକିଟି ମଦ ମୃତ୍ୟୁ ଘଟଣାରେ ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ପବନା ସାହୁ ଦିଗପହଣ୍ଡିରୁ ଗିରଫ । ମଦମୃତ୍ୟୁ ଘଟଣାରେ ମୋଟ୍ ଗିରଫ ସଂଖ୍ୟା ୯ରେ ପହଞ୍ଚିଛି । କେମିତି ମଦରେ ଅପମିଶ୍ରଣ କରିଥିଲା ପୋଲିସ ସହିତ ଯାଇ ଦେଖାଇଲା ଡେମୋ । ମଦରେ ସମୁଦି ମୂଳ ଚେର ପକେଇଥିବା ଅଭିଯୁକ୍ତ କହିଛି ବୋଲି କେ.ନୂଆଗାଁ ଆଇଆଇସି କିଶୋର କୁମାର ସାମଲଙ୍କ ସୂଚନା ଦେଇଛନ୍ତି ।You Can Read:ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ‘ମିଶନ ଜିରୋ ହଙ୍ଗର ଏଣ୍ଡ ଆଜୀବିକା’ କାର୍ଯ୍ୟକ୍ରମ ସିଏସଆର ଟାଇମ୍ସ ପୁରସ୍କାରରେ ସମ୍ମାନିତ
ଦିଗପହଣ୍ଡି ୨୪।୮: ଗଞ୍ଜାମ ଜିଲ୍ଲା ଚିକିଟି ମଦ ମୃତ୍ୟୁ ଘଟଣାରେ ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ପବନା ସାହୁ ଦିଗପହଣ୍ଡିରୁ ଗିରଫ । ମଦମୃତ୍ୟୁ ଘଟଣାରେ ମୋଟ୍ ଗିରଫ ସଂଖ୍ୟା ୯ରେ ପହଞ୍ଚିଛି । କେମିତି ମଦରେ ଅପମିଶ୍ରଣ କରିଥିଲା ପୋଲିସ ସହିତ ଯାଇ ଦେଖାଇଲା ଡେମୋ ।
ମଦରେ ସମୁଦି ମୂଳ ଚେର ପକେଇଥିବା ଅଭିଯୁକ୍ତ କହିଛି ବୋଲି କେ.ନୂଆଗାଁ ଆଇଆଇସି କିଶୋର କୁମାର ସାମଲଙ୍କ ସୂଚନା ଦେଇଛନ୍ତି ।
You Can Read: