ଚୁଚୁନ୍ଦ୍ରାକୁ ଜାବୁଡି ଧରି ୧୨ ଘଣ୍ଟା ଗଛରେ ଓହଳି ରହିଲା ଅଜଗର: ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ
ସାପ ଶିକାର କରୁଥିବା ଏକ ଲୋମଟାଙ୍କୁରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ଏକ ଅଜଗର ସାପ ଚୁଚୁନ୍ଦ୍ରାକୁ ଧରି ଗଛ ଡାଳରେ ଓହଳି ଥିବା ଦେଖାଯାଇଛି। ଇନଷ୍ଟାଗ୍ରାମ ୟୁଜର୍ସ Stuart McKenzie ଘଟଣାର ଭିଡିଓ ଶେୟାର କରିଛନ୍ତି। ସାପଟି ୧୨ ଘଣ୍ଟା ଧରି ତା’ ଶିକାରକୁ ଧରି ଗଛରେ ଓହଳି ରହିଥିଲା। ଭିଡିଓର ଆରମ୍ଭରେ ଏକ ସାପ ବିରାଟ ଗଛରେ ଚୁଚୁନ୍ଦ୍ରା ଧରି ଝୁଲୁଥିବାର ଦେଖାଯାଇଛି। ସମଗ୍ର ଭିଡିଓରେ ସାପ ଶିକାରକୁ ନିଜ […] The post ଚୁଚୁନ୍ଦ୍ରାକୁ ଜାବୁଡି ଧରି ୧୨ ଘଣ୍ଟା ଗଛରେ ଓହଳି ରହିଲା ଅଜଗର: ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ appeared first on Dharitri Odia News.
ସାପ ଶିକାର କରୁଥିବା ଏକ ଲୋମଟାଙ୍କୁରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ଏକ ଅଜଗର ସାପ ଚୁଚୁନ୍ଦ୍ରାକୁ ଧରି ଗଛ ଡାଳରେ ଓହଳି ଥିବା ଦେଖାଯାଇଛି। ଇନଷ୍ଟାଗ୍ରାମ ୟୁଜର୍ସ Stuart McKenzie ଘଟଣାର ଭିଡିଓ ଶେୟାର କରିଛନ୍ତି। ସାପଟି ୧୨ ଘଣ୍ଟା ଧରି ତା’ ଶିକାରକୁ ଧରି ଗଛରେ ଓହଳି ରହିଥିଲା।
ଭିଡିଓର ଆରମ୍ଭରେ ଏକ ସାପ ବିରାଟ ଗଛରେ ଚୁଚୁନ୍ଦ୍ରା ଧରି ଝୁଲୁଥିବାର ଦେଖାଯାଇଛି। ସମଗ୍ର ଭିଡିଓରେ ସାପ ଶିକାରକୁ ନିଜ ଆଡକୁ ନେବାକୁ ଚେଷ୍ଟା କରୁଛନ୍ତି।
ଏହି ଭିଡିଓ ଦୁଇ ଦିନ ପୂର୍ବରୁ ଶେୟାର କରାଯାଇଥିଲା। ସେବେଠାରୁ ଏହି କ୍ଲିପକୁ ୩.୮ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ୧୧ ହଜାରରୁ ଅଧିକ ଲାଇକ ପାଇଛି। ଲୋକମାନେ ମଧ୍ୟ ଏହି ପୋଷ୍ଟରେ ବହୁତ କମେଣ୍ଟ କରୁଛନ୍ତି।
The post ଚୁଚୁନ୍ଦ୍ରାକୁ ଜାବୁଡି ଧରି ୧୨ ଘଣ୍ଟା ଗଛରେ ଓହଳି ରହିଲା ଅଜଗର: ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ appeared first on Dharitri Odia News.